କାର ଭିତରୁ ହସ୍ପିଟାଲ ମାଲିକଙ୍କ ମୃତଦେହ ଉଦ୍ଧାର

ଗୁରୁଗ୍ରାମ: କାର ସହିତ ଜଳିଗଲେ ଜଣେ ଡାକ୍ତର। ବୁଧବାର ଗୁରୁଗ୍ରାମର ଶୋହନା ରୋଡରେ ଏହି ଅଭାବନୀୟ ଘଟିଛି ଏହି ଘଟଣା। ମୃତକ କଓ୍ୱରପଲର ବୋଲି ଜଣାପଡ଼ିଛି। ପେଶାରେ ସେ ଜଣେ ଡାକ୍ତର। ତାଙ୍କ ନିଜ ମାଲିକାନାରେ ଏକ ଘରୋଇ ହସ୍ପିଟାଲ ରହିଛି। ହରିଆଣାର ଭଣ୍ଡୋସିରେ ଥିବା ଘମଡୋଜରେ ତାଙ୍କ ଘର ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

doctor found DEAD

Subhransu Sekhar
  • Published: Wednesday, 28 October 2020
  • , Updated: 28 October 2020, 02:34 PM IST

ଗୁରୁଗ୍ରାମ: କାର ସହିତ ଜଳିଗଲେ ଜଣେ ଡାକ୍ତର। ବୁଧବାର ଗୁରୁଗ୍ରାମର ଶୋହନା ରୋଡରେ ଏହି ଅଭାବନୀୟ ଘଟିଛି ଏହି ଘଟଣା।

ମୃତକ କଓ୍ୱରପଲର ବୋଲି ଜଣାପଡ଼ିଛି। ପେଶାରେ ସେ ଜଣେ ଡାକ୍ତର। ତାଙ୍କ ନିଜ ମାଲିକାନାରେ ଏକ ଘରୋଇ ହସ୍ପିଟାଲ ରହିଛି। ହରିଆଣାର ଭଣ୍ଡୋସିରେ ଥିବା ଘମଡୋଜରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ମୃତକଙ୍କ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story