ମୋଦି-ଜିନ୍‌ପିଙ୍ଗଙ୍କ ସ୍ୱାଗତ ପାଇଁ ସଜେଇ ହେଉଛି ଚେନ୍ନାଇ

ଚେନ୍ନାଇ: ଶୁକ୍ରବାର ତାମିଲନାଡ଼ୁ ରାଜଧାନୀ ଚେନ୍ନାଇର ମାମଲ୍ଲାପୁରମ୍‌ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଏହି ଅବସରକୁ ଭବ୍ୟ କରିବା ପାଇଁ ଚେନ୍ନାଇ ଏବେ ସଜେଇ ହେବାକୁ ଆରମ୍ଭ କରିଛି। ମୋଦି-ଜିନ୍‌ପିଙ୍ଗ ସମ୍ମିଳନୀକୁ ଆହୁରି ୨ ଦିନ ବାକି ଅଛି। ଏହା ପୂର୍ବରୁ ଜୋରସୋରରେ କାମ ଆରମ୍ଭ ହୋଇଛି। ଏଥିରେ ପୂରା ସହରକୁ ସଜାଯାଉଛି। ପୌର କର୍ମଚାରୀମାନେ ବିଭିନ୍ନ ମରାମତି ସଂକ୍ରାନ୍ତୀୟ କାମ ଆରମ୍ଭ କରିଥିବାବେଳେ ଅନ୍ୟ ଏକ […]

modi

modi

Subrat Kumar Nayak
  • Published: Wednesday, 09 October 2019
  • Updated: 09 October 2019, 05:34 PM IST

Sports

Latest News

ଚେନ୍ନାଇ: ଶୁକ୍ରବାର ତାମିଲନାଡ଼ୁ ରାଜଧାନୀ ଚେନ୍ନାଇର ମାମଲ୍ଲାପୁରମ୍‌ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଏହି ଅବସରକୁ ଭବ୍ୟ କରିବା ପାଇଁ ଚେନ୍ନାଇ ଏବେ ସଜେଇ ହେବାକୁ ଆରମ୍ଭ କରିଛି। ମୋଦି-ଜିନ୍‌ପିଙ୍ଗ ସମ୍ମିଳନୀକୁ ଆହୁରି ୨ ଦିନ ବାକି ଅଛି। ଏହା ପୂର୍ବରୁ ଜୋରସୋରରେ କାମ ଆରମ୍ଭ ହୋଇଛି। ଏଥିରେ ପୂରା ସହରକୁ ସଜାଯାଉଛି।

ପୌର କର୍ମଚାରୀମାନେ ବିଭିନ୍ନ ମରାମତି ସଂକ୍ରାନ୍ତୀୟ କାମ ଆରମ୍ଭ କରିଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଅସ୍ଥାୟୀ ନିର୍ମାଣ ସବୁରେ ବ୍ୟସ୍ତ ଅଛନ୍ତି। ଏପରି ଭାବେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇଚାଲିଛି।

ସମୁଦ୍ରକୂଳରେ ଥିବା ମନ୍ଦିର ଏବଂ ଅନ୍ୟ ଐତିହ୍ୟସ୍ଥାନରେ ପର୍ଯ୍ୟଟକଙ୍କୁ ଯିବାରୁ ବାରଣ କରାଯାଇଛି। ଗତ ଅକ୍ଟୋବର ୧ ପରଠାରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଦୋକାନ ସବୁକୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ଏନେଇ ବୈଠକ କରି ବ୍ୟବସାୟୀମାନଙ୍କୁ କହିଛନ୍ତି ୨ ସପ୍ତାହ ଯାଏ ଦୋକାନ ବନ୍ଦ ରହିବ। ଜିନ୍‌ପିଙ୍ଗଙ୍କ ସ୍ୱାଗତ ପାଇଁ ଶହ ଶହ ଛାତ୍ର ଛାତ୍ରୀ ଏବଂ ନୃତ୍ୟଶିଳ୍ପୀ ଅଭ୍ୟାସ ଆରମ୍ଭ କରିଛନ୍ତି।

ବଙ୍ଗୋପସାଗରରେ ନୌବାହିନୀ ଏବଂ ତଟରକ୍ଷୀମାନେ ପ୍ୟାଟ୍ରୋଲିଂ ଆରମ୍ଭ କରିସାରିଛନ୍ତି। ସୁରକ୍ଷା ପାଇଁ ଜାହାଜ ସଂଖ୍ୟା ବୃଦ୍ଧି କରାଯାଇଛି। ଡଙ୍ଗା ଗୁଡ଼ିକର ଅନଧିକାର ପ୍ରବେଶକୁ ଅଟକାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସମୁଦ୍ରକୂଳରେ ଥିବା ରିସୋର୍ଟରେ ହିଁ ଏହି ବୈଠକ ହେବାର ଥିବାରୁ ସମୁଦ୍ରକୂଳକୁ ଡଙ୍ଗା ଆସିବାକୁ ଦିଆଯାଉନି।

ଚାଇନାରୁ ଆସିବାକୁ ଥିବା ପ୍ରତିନିଧି ଆଇଟିସି ଗ୍ରାଣ୍ଡ ଚୋଲା ହୋଟେଲରେ ରହିବେ। ୮୦୦୦ ପୁଲିସ୍‌ କର୍ମଚାରୀ ଏଠାରେ ନିୟୋଜିତ କରାଯିବ। କ୍ୟାମେରା ଲାଗିଥିବା ବିଭିନ୍ନ ଗାଡ଼ି ପ୍ୟାଟ୍ରୋଲିଂ କରିବାକୁ ଥିବାବେଳେ କାଞ୍ଚିପୁରମ୍‌ରୁ ୧୦୦୦ ପୁଲିସ୍‌ ଏବଂ ତିରୁଭଲ୍ଲାର ଜିଲ୍ଲାରୁ ୬୦୦ ପୁଲିସ୍‌ ସୁରକ୍ଷାପାଇଁ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story