୩୧ ଡିସେମ୍ବର ପରେ ଅକାମୀ ହୋଇଯିବ ଏହି ୬ଟି ବ୍ୟାଙ୍କର ଚେକ୍‌ବୁକ୍‌

ନୂଆଦିଲ୍ଲୀ: ଏସ୍‌ବିଆଇର ୬ଟି ସହାୟକ ବ୍ୟାଙ୍କର ପୁରୁଣା ଚେକ୍‌ବୁକ୍‌ ୩୧ ଡିସେମ୍ବର ପରେ ଆଉ କୌଣସି କାମରେ ଲାଗିବ ନାହିଁ। ଏହାସହ ଏଥିରେ ଥିବା ଆଇଏଫ୍‌ଏସ୍‌ କୋଡ ମଧ୍ୟ ଅବୈଧ ହୋଇଯିବ। ଏହି ବ୍ୟାଙ୍କ ଗୁଡିକ ହେଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ତ୍ରାଭେନ୍‌କୋର, ଷ୍ଟେଟ୍‌ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନିର ଓ ଜୟପୁର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ରାୟପୁର ଓ ଭାରତୀୟ ମହିଳା ବ୍ୟାଙ୍କ। ଯଦି ଏଥିରୁ […]

bank

bank

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 06:04 PM IST

Sports

Latest News

ନୂଆଦିଲ୍ଲୀ: ଏସ୍‌ବିଆଇର ୬ଟି ସହାୟକ ବ୍ୟାଙ୍କର ପୁରୁଣା ଚେକ୍‌ବୁକ୍‌ ୩୧ ଡିସେମ୍ବର ପରେ ଆଉ କୌଣସି କାମରେ ଲାଗିବ ନାହିଁ। ଏହାସହ ଏଥିରେ ଥିବା ଆଇଏଫ୍‌ଏସ୍‌ କୋଡ ମଧ୍ୟ ଅବୈଧ ହୋଇଯିବ। ଏହି ବ୍ୟାଙ୍କ ଗୁଡିକ ହେଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ତ୍ରାଭେନ୍‌କୋର, ଷ୍ଟେଟ୍‌ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନିର ଓ ଜୟପୁର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ରାୟପୁର ଓ ଭାରତୀୟ ମହିଳା ବ୍ୟାଙ୍କ। ଯଦି ଏଥିରୁ କୌଣସି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତେବେ, ପୁରୁଣା ଚେକ୍‌ବୁକ୍‌ ବଦଳରେ ନୂଆ ଚେକ୍‌ବୁକ୍‌ ନେଇ ଆସନ୍ତୁ। ଏହାସହ ଆଇଏଫ୍‌ଏସ୍‌ କୋଡ ପାଇଁ ମଧ୍ୟ ଆବେଦନ କରିଦିଅନ୍ତୁ।

ନୂଆ ଚେକ୍‌ବୁକ୍‌ ପାଇଁ କେମିତି କରିବେ ଆବେଦନ

ଏହି ୬ଟି ବ୍ୟାଙ୍କରେ ଯଦି କୌଣସିରେ ଆପଣଙ୍କ ଖାତା ଅଛି, ତେବେ ନିକଟସ୍ଥ ଏସ୍‌ବିଆଇ ବ୍ରାଞ୍ଚକୁ ଯାଇ ନୂଆ ଚେକ୍‌ବୁକ୍‌ ପାଇଁ ଆବେଦନ କରିପାରିବେ। ଆପଣ ବ୍ୟାଙ୍କର ମୋବାଇଲ୍‌ ଆପ୍‌କୁ ବ୍ୟବହାର କରି ନୂଆ ଚେକ୍‌ବୁକ୍‌ ପାଇଁ ମଧ୍ୟ ଆବେଦନ କରିପାରିବେ। ଏହି ବ୍ୟାଙ୍କଗୁଡିକରେ ଖାତା ଥିଲେ ଆପଣଙ୍କୁ ଦ୍ୱିତୀୟ ଥର ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ପଡିବ ନାହିଁ। ପୁରୁଣା ୟୁଜର ନେମ୍‌ ଓ ଲଗ୍‌ଇନ୍‌ ପାସୱାର୍ଡ ବ୍ୟବହାର କରି ଆପଣ ନୂଆ ଚେକ୍‌ବୁକ୍‌ ପାଇଁ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story