ମନ୍ତ୍ରୀ କହିଲେ, ଜିଲ୍ଲାପାଳ-ଏସ୍‌ପିଙ୍କ କଲାର ଭିଡ଼ିପାରିଲେ ନେତା ହୋଇପାରିବ

ରାୟପୁର: ଜଣେ ନେତା କେମିତି ହୋଇପାରିବ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିଲେ ଆପଣ କ’ଣ ଉତ୍ତର ଦେବେ। ଆପଣଙ୍କ ଉତ୍ତର ହୁଏତ କିଛି ବି ହୋଇପାରେ, କିନ୍ତୁ ଛତିଶଗଡ଼ର ଏହି ମନ୍ତ୍ରୀଙ୍କ ଭଳି ନୁହେଁ। କାୱାସି ଲାଖ୍‌ମା ନାମକ ଏହି ବ୍ୟକ୍ତି କହିଛନ୍ତି, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ କଲାର ଧରି ଭିଡ଼ିପାରିଲେ ତୁମେ ବଡ଼ ନେତା ହୋଇପାରିବ। ଛତିଶଗଡ଼ର ନକ୍ସଲପ୍ରବଣ ସୁକ୍‌ମା ଜିଲ୍ଲାରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଆଉ ତା’ପୁଣି ସେପ୍ଟେମ୍ବର ୫ ଗୁରୁଦିବସ ଭଳି […]

lakma

lakma

Subrat Kumar Nayak
  • Published: Tuesday, 10 September 2019
  • Updated: 10 September 2019, 05:11 PM IST

Sports

Latest News

ରାୟପୁର: ଜଣେ ନେତା କେମିତି ହୋଇପାରିବ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିଲେ ଆପଣ କ’ଣ ଉତ୍ତର ଦେବେ। ଆପଣଙ୍କ ଉତ୍ତର ହୁଏତ କିଛି ବି ହୋଇପାରେ, କିନ୍ତୁ ଛତିଶଗଡ଼ର ଏହି ମନ୍ତ୍ରୀଙ୍କ ଭଳି ନୁହେଁ। କାୱାସି ଲାଖ୍‌ମା ନାମକ ଏହି ବ୍ୟକ୍ତି କହିଛନ୍ତି, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ କଲାର ଧରି ଭିଡ଼ିପାରିଲେ ତୁମେ ବଡ଼ ନେତା ହୋଇପାରିବ। ଛତିଶଗଡ଼ର ନକ୍ସଲପ୍ରବଣ ସୁକ୍‌ମା ଜିଲ୍ଲାରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଆଉ ତା’ପୁଣି ସେପ୍ଟେମ୍ବର ୫ ଗୁରୁଦିବସ ଭଳି ପବିତ୍ର ଦିନରେ।
https://twitter.com/ANI/status/1171296613962276864
ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, ଏହି ମନ୍ତ୍ରୀ ଜଣକ ସ୍କୁଲ ପିଲାଙ୍କ ମଧ୍ୟରେ ବସିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି। ସେ କିଛି ପିଲାଙ୍କୁ ଉଦ୍ଦେଶ୍ୟରେ କହୁଛନ୍ତି, “ଥରେ ତାଙ୍କୁ କେହି ଜଣେ ପଚାରିଥିଲା ବଡ଼ ନେତା କେମିତି ହେବ ଏବଂ ତାକୁ କ’ଣ କରିବାକୁ ହେବ।ମୁଁ କହିଲି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ କଲାର ଭିଡ଼ିପାରିଲେ ଏହା ହୋଇପାରିବ।”ତାଙ୍କ କଥା ଶୁଣି ପିଲାଏ ହସିଉଠିଥିଲେ।

ପରେ ତାଙ୍କୁ ପିଟିଆଇ ପକ୍ଷରୁ ଯୋଗାଯୋଗ କରିବାରୁ ସେ ମନା କରିଥିଲେ, ସେ ଏପରି କହିନାହାନ୍ତି। ଲାକମା କହିଥିଲେ, ମୁଁ କହିଥିଲି ଭଲରେ ପାଠ ପଢ଼, ତା’ପରେ ଲୋକଙ୍କ ପାଇଁ କାମ କର ଏବଂ ସଂଘର୍ଷ କର। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ କଲାର ଭିଡ଼ିବା ଭିଡିଓ ଫେକ୍‌ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story