ଛୋଟା ରାଜନକୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଶନିବାର ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ତା’ ନାଁରେ ଥିବା ଏକ ମାମଲାରେ ସିବିଆଇ ତାକୁ ରିମାଣ୍ଡରେ ନେଇଛି। ଗତକାଲି ଇଣ୍ଡୋନେସିଆର ବାଲିରୁ ରାଜନକୁ ନୂଆଦିଲ୍ଲୀ ଅଣାଯିବା ପରେ ଆଜି ଏକ କୋର୍ଟରେ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ତାକୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଜଣେ ବିଚାରପତି ଉପସ୍ଥିତ ରହି ଥିଲେ ଓ ସବୁ ଯୁକ୍ତି ଶୁଣିବା ପରେ ତାକୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି […]

chhota rajan

chhota rajan

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 09:25 AM IST

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଶନିବାର ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ତା’ ନାଁରେ ଥିବା ଏକ ମାମଲାରେ ସିବିଆଇ ତାକୁ ରିମାଣ୍ଡରେ ନେଇଛି। ଗତକାଲି ଇଣ୍ଡୋନେସିଆର ବାଲିରୁ ରାଜନକୁ ନୂଆଦିଲ୍ଲୀ ଅଣାଯିବା ପରେ ଆଜି ଏକ କୋର୍ଟରେ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ତାକୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଜଣେ ବିଚାରପତି ଉପସ୍ଥିତ ରହି ଥିଲେ ଓ ସବୁ ଯୁକ୍ତି ଶୁଣିବା ପରେ ତାକୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।

ଏକଦା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ ଥିବା ରାଜନ ନାଁରେ ଦେଶଣେ ୭୦ଟି ମାମଲା ରହିଛି। ଏଥିରେ ହତ୍ୟା, ଅପହରଣ ଓ ଡ୍ରଗ୍ ସ୍ମଗଲିଂ ଭଳି ଅଭିଯୋଗ ମଧ୍ୟ ରହିଛି।

ଅଷ୍ଟ୍ରେଲିଆ ପୋଲିସର ସୂଚନାକ୍ରମେ ଅକ୍ଟୋବର ୨୫ରେ ରାଜନକୁ ଇଣ୍ଡୋନେସିଆ ପୋଲିସ୍ ଗିରଫ କରିଥିଲା। ବାଲିରେ ସେ ଗିରଫ ହେବା ପରେ ତାକୁ ତୁରନ୍ତ ଭାରତରେ ପ୍ରତ୍ୟାର୍ପଣ କରିବାକୁ ଭାରତ ସରକାର ତତ୍ପର ଦେଖାଇଥିଲେ।

ଦାଉଦ୍ ସହିତ ଏବେ ବି ମୁମ୍ବାଇ ପୋଲିସର କିଛି କର୍ମଚାରୀଙ୍କ ସଂପର୍କ ଥିବା ସେ ଗିରଫ ହେବା ପରେ ସୂଚନା ଦେଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story