ଡୋକଲାମରେ ପୁଣି ରାସ୍ତା ନିର୍ମାଣ ଆରମ୍ଭ କଲା ଚୀନ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାମୂଳକ ସ୍ଥିତି ଶାନ୍ତ ପଡ଼ିବାର ମାସକ ପରେ ପୁଣି ବିବାଦ ମୁଣ୍ଡ ଟେକିଛି। ଚୀନ୍ ସେନା ପୁଣି ଥରେ ଡୋକଲାମ ସୀମାରେ ସଡ଼କ ନିର୍ମାଣ କାମ ଆରମ୍ଭ କରିଛି। ବିବାଦୀୟ ଅଞ୍ଚଳଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରାସ୍ତା ସଂପ୍ରସାରଣ କାମ ଚଳାଇଛି ଚୀନ୍। ଭାରତ ଆଡୁ ବିରୋଧ ଆଶଙ୍କା କରି ଚୀନ୍  ସଂପ୍ରସାରଣ କାମ ବେଳେ ୫୦୦ ସୈନ୍ୟଙ୍କୁ ମୁତୟନ କରିଛି।

china

china

Rakesh Mallick
  • Published: Friday, 06 October 2017
  • Updated: 06 October 2017, 01:52 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story