କାନ୍ଥ ଡେଇଁ ଚିଦାମ୍ବରମ୍‌ଙ୍କ ଘରେ ପଶିଲା ସିବିଆଇ, ବଢ଼ିଲା ଗିରଫ ସମ୍ଭାବନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ନୂଆ ମୋଡ଼ ଆସିଛି। ସେ ପ୍ରଥମେ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ବର୍ତ୍ତମାନ ଘରେ ପହଞ୍ଚିଯାଇଛନ୍ତି। ଏହାପରେ ତାଙ୍କ ପଝେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଯାଇଛି। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ଘରେ ପଶିଛନ୍ତି। ଏହାପରେ ଇଡି ଟିମ୍ ମଧ୍ୟ […]

cd

cd

Subrat Kumar Nayak
  • Published: Wednesday, 21 August 2019
  • Updated: 21 August 2019, 09:13 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ନୂଆ ମୋଡ଼ ଆସିଛି। ସେ ପ୍ରଥମେ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ବର୍ତ୍ତମାନ ଘରେ ପହଞ୍ଚିଯାଇଛନ୍ତି। ଏହାପରେ ତାଙ୍କ ପଝେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଯାଇଛି। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ଘରେ ପଶିଛନ୍ତି। ଏହାପରେ ଇଡି ଟିମ୍ ମଧ୍ୟ ପହଞ୍ଚିଛି।

ଗତକାଲିଠାରୁ ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜିବୁଲୁଥିଲା। ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଥିଲେ। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ।  ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିଲେ ମଧ୍ୟ କଂଗ୍ରେସ କର୍ମୀମାନେ ସିବିଆଇକୁ ଭିତରକୁ ଛାଡ଼ିନଥିଲେ। ଏହାର ସୁଯୋଗରେ ଚିଦାମ୍ବରମ୍‌ ଘରକୁ ଚାଲିଯାଇଥିଲେ

ଆଜି ଚିଦାମ୍ବରମ୍‌ ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାମରେ ଏବଂ ତାଙ୍କ ପୁଅ କାର୍ତ୍ତି ଓ ଅନ୍ୟ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏଫ୍‌ଆଇଆର ହୋଇନାହିଁ। ଇଡି ଏବଂ ସିବଆଇ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରିନଥିବା ସେ କହିଛନ୍ତି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story