INX ମାମଲାରେ ଚିଦାମ୍ବରମ୍‌ଙ୍କୁ ଆଶ୍ୱସ୍ତି: ଜୁଲାଇ ୩ ତାରିଖ ଯାଏ ଗିରଫରୁ ଅନ୍ତରୀଣ ସୁରକ୍ଷା ଦେଲେ ଦିଲ୍ଲୀ  କୋର୍ଟ

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି। INX ମିଡିଆ ମାମଲାରେ ତାଙ୍କୁ ଆସନ୍ତା ଜୁଲାଇ ୩ ତାରିଖ ଯାଏ ଗିରଫ କରାଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ତେବେ ଜୁନ୍ ୫ରେ ଇଡି ନିକଟରେ ହାଜର ହେବାକୁ କୋର୍ଟ ଚିଦାମ୍ବରମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  INX ମାମଲାରେ ଜେରା କରିବାକୁ ଚିଦାମ୍ବରମଙ୍କୁ ସିବିଆଇ ନୋଟିସ୍ ଦେଇଥିଲା । ଏହାକୁ ବିରୋଧ କରି ଚିଦାମ୍ବରମଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଯେହେତୁ ଦିଲ୍ଲୀ […]

chidamabarama

chidamabarama

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 09:52 PM IST

Sports

Latest News

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି। INX ମିଡିଆ ମାମଲାରେ ତାଙ୍କୁ ଆସନ୍ତା ଜୁଲାଇ ୩ ତାରିଖ ଯାଏ ଗିରଫ କରାଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ତେବେ ଜୁନ୍ ୫ରେ ଇଡି ନିକଟରେ ହାଜର ହେବାକୁ କୋର୍ଟ ଚିଦାମ୍ବରମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  INX ମାମଲାରେ ଜେରା କରିବାକୁ ଚିଦାମ୍ବରମଙ୍କୁ ସିବିଆଇ ନୋଟିସ୍ ଦେଇଥିଲା । ଏହାକୁ ବିରୋଧ କରି ଚିଦାମ୍ବରମଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଯେହେତୁ ଦିଲ୍ଲୀ ହାଇକୋର୍ଟରେ ମାମଲା ବିଚାରଧୀନ ଅଛି, ତେଣୁ ତାଙ୍କୁ ସମନ୍ କରାଯିବା ଉଚିତ ନୁହେଁ । ସେ ଆଗୁଆ ଜାମିନ ମଧ୍ୟ ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି।  ଆଗରୁ ଏୟାରସେଲ୍ -ମାକ୍ସିସ୍ ଡିଲ୍ରେ ଚିଦାମ୍ବମଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।  INX ମିଡିଆ ମାମଲାରେ ଗତ ଫେବ୍ରୁଆରି ୨୮ରେ ପି. ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା । ଏବେ ସେ ଜାମିନରେ ଅଛନ୍ତି।  ୨୦୦୭ରେ ନିୟମ ଉଲ୍ଲଂଘନ କରି INX ମିଡିଆ ପାଇଁ FDI ଯୋଗାଡ଼ରେ କୀର୍ତ୍ତି ସାହାଯ୍ୟ କରିଥିଲେ ଓ ସେଥିପାଇଁ ଲାଞ୍ଚ ନେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story