ବିମାନ କିଣା ଦୁର୍ନୀତିରେ ଫସିଲେ ଚିଦାମ୍ବରମ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ଓ ଏୟାରସେଲ ମ୍ୟାକ୍ସିସ ମାମଲାରେ ଅନ୍ତରୀଣ ଜାମିନ ପାଇଥିବା ଚିଦାମ୍ବରମଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଉ ଏକ ମାମଲାରେ ସମନ କରିଛି। ୟୁପିଏ କ୍ଷମତାରେ ଥିବା ବେଳେ ବିମାନ କିଣାରେ ଘୋଟଲା ହୋଇଥିଲା। ଏହାର ତଦନ୍ତ କରୁଥିବା ଇଡି ଚିଦାମ୍ବରମଙ୍କୁ ହାଜର ହେବାକୁ ସମନ କରିଛି। ସେ ଅଗଷ୍ଟ ୨୩ରେ ଇଡିରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି। […]

ess

ess

Hemant Lenka
  • Published: Monday, 19 August 2019
  • Updated: 19 August 2019, 06:23 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ଓ ଏୟାରସେଲ ମ୍ୟାକ୍ସିସ ମାମଲାରେ ଅନ୍ତରୀଣ ଜାମିନ ପାଇଥିବା ଚିଦାମ୍ବରମଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଉ ଏକ ମାମଲାରେ ସମନ କରିଛି।

ୟୁପିଏ କ୍ଷମତାରେ ଥିବା ବେଳେ ବିମାନ କିଣାରେ ଘୋଟଲା ହୋଇଥିଲା। ଏହାର ତଦନ୍ତ କରୁଥିବା ଇଡି ଚିଦାମ୍ବରମଙ୍କୁ ହାଜର ହେବାକୁ ସମନ କରିଛି। ସେ ଅଗଷ୍ଟ ୨୩ରେ ଇଡିରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି। ଏହି ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ଦୀପକ ତଲୱାରଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଇଡି ଏଭଳି ସମନ କରିଥିବା ଜଣାପଡ଼ିଛି।

ତଦନ୍ତ ବେଳେ ଜଣା ପଡ଼ିଛି ଯେ 'ଏୟାରବସ୍‌'ର ଫାଇଲ୍ ଚିଦାମ୍ବରମଙ୍କ ପାଖକୁ ଅନୁମୋଦନ ପାଇଁ ଯାଇଥିଲା। ତେଣୁ ତାଙ୍କୁ ଏହି ମାମଲାରେ ଜେରା କରିବା ଦରକାର ବୋଲି ଇଡି ହୃଦୟଙ୍ଗମ କରିଛି।

୨୦୦୯ରେ ଏୟାରବସ୍‌ ଠାରୁ ୪୩ଟି ବିମାନ କିଣିବା ପାଇଁ ଏକ ଡିଲ ହୋଇଥିଲା। ଏହି ଡିଲ୍‌କୁ ଅନୁମୋଦନ ଦେବାକୁ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଥିଲେ ପି ଚିଦାମ୍ବରମ। ଏହି ଡିଲ୍‌ରେ ଘୋଟାଲା ହୋଇଥିବାରୁ ଇଡି ତତ୍କାଳୀନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଫ୍ରଫୁଲ୍ଲ ପଟେଲଙ୍କୁ ୩ଥର ଜେରା କରି ସାରିଛି।

ଇଡି ପାଖରେ ଥିବା ତଥ୍ୟ ଅନୁଯାୟୀ, ୪୩ଟି ବିମାନ କିଣା ସଂକ୍ରାନ୍ତ ଫାଇଲ କ୍ୟାବିନେଟର ସୁରକ୍ଷା ପରିଷଦ କମିଟି ପାଖକୁ ଯାଇଥିଲା। ଏଥିରେ ବିମାନ ନିର୍ମାଣକାରୀ କମ୍ପାନୀ ବିମାନରେ ତାଲିମ ସୁବିଧା ଓ ଏମଆରଓ ସୁବିଧା ଦେବ ବୋଲି ଏକ କ୍ଲଜ ରହିଥିଲା।

ଏଥିପାଇଁ ୧୭୫ ମିଲିୟନ ଡଲାରର ଚୁକ୍ତି ହୋଇଥିଲା। ତେବେ ଚୂଡ଼ାନ୍ତ ଡିଲ୍‌ ବେଳେ ଏହି କ୍ଲଜକୁ ବାଦ ଦିଆଯାଇଥିଲା। ତେଣୁ ଏଥିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଇଡି ସନ୍ଦେହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story