ଇସ୍ତଫା ଦେଲେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣିଆନ୍  ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଆମେରିକା ଯିବେ। ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ୨୦୧୪ ଫେବୃଆରୀରୁ ସେ  ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମେ ତାଙ୍କୁ ତିନି ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା। ପରେ ଏହି ଅବଧିକୁ ବଢାଯାଇଥିଲା।  ସୁବ୍ରମଣିଆନ୍ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତ୍ତକ ପରେ ଅହମଦାବାଦ ଆଇଆଇଏମ୍‌ରୁ ମ୍ୟାନେଜମେଣ୍ଟରେ […]

Arvind-Subramanian

Arvind-Subramanian

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 09:08 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣିଆନ୍  ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଆମେରିକା ଯିବେ। ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

୨୦୧୪ ଫେବୃଆରୀରୁ ସେ  ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମେ ତାଙ୍କୁ ତିନି ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା। ପରେ ଏହି ଅବଧିକୁ ବଢାଯାଇଥିଲା।  ସୁବ୍ରମଣିଆନ୍ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତ୍ତକ ପରେ ଅହମଦାବାଦ ଆଇଆଇଏମ୍‌ରୁ ମ୍ୟାନେଜମେଣ୍ଟରେ ଏମବିଏ ହାସଲ କରିଥିଲେ। ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସେ ଡକ୍ଟରେଟ ପାଇଛନ୍ତି। ଅରବିନ୍ଦଙ୍କ ପୂର୍ବରୁ ରଘୁରାମ ରାଜନ ଏହି ପଦବୀରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story