ତୁଟିନି ସୁପ୍ରିମକୋର୍ଟ ବିବାଦ: ୪ ବରିଷ୍ଠ ବିଚାରପତିଙ୍କୁ ଭେଟିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଏଯାଏଁ ତୁଟିନି ସୁପ୍ରିମକୋର୍ଟର ବିବାଦ। କିନ୍ତୁ ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ୪ ବିଦ୍ରୋହୀ ବିଚାରପତିଙ୍କୁ ସାକ୍ଷାତ କରିବା ପରେ ବିବାଦର ସମାଧାନ ହୋଇଗଲା ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ। ଆଜି ସେ ନିଜ ମନ୍ତବ୍ୟରୁ ଓହରି ଯାଇଛନ୍ତି। ଆଜି ପୁଣିଥରେ ପ୍ରଧାନ ବିଚାରପତି ଓ ୪ ଜଣ ବିଦ୍ରୋହୀ ବିଚାରପତିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏବଂ ଆସନ୍ତା କାଲି ମଧ୍ୟ ଆଉଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। […]

justice_dipak mishra

justice_dipak mishra

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 09:46 PM IST

Sports

Latest News

ନୂଆଦିଲ୍ଲୀ: ଏଯାଏଁ ତୁଟିନି ସୁପ୍ରିମକୋର୍ଟର ବିବାଦ। କିନ୍ତୁ ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ୪ ବିଦ୍ରୋହୀ ବିଚାରପତିଙ୍କୁ ସାକ୍ଷାତ କରିବା ପରେ ବିବାଦର ସମାଧାନ ହୋଇଗଲା ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ। ଆଜି ସେ ନିଜ ମନ୍ତବ୍ୟରୁ ଓହରି ଯାଇଛନ୍ତି। ଆଜି ପୁଣିଥରେ ପ୍ରଧାନ ବିଚାରପତି ଓ ୪ ଜଣ ବିଦ୍ରୋହୀ ବିଚାରପତିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏବଂ ଆସନ୍ତା କାଲି ମଧ୍ୟ ଆଉଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ନ୍ୟାୟପାଳିକାରେ ସୃଷ୍ଟି ହୋଇଥିବା ମତାନ୍ତର ଦୂର କରିବା ପାଇଁ ଆଜି ୪ ଜଣ ଅସନ୍ତୁଷ୍ଟ ବିଚାରପତିଙ୍କୁ ଭେଟିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏଥିରେ ବିଭିନ୍ନ ବିବାଦୀୟ ପ୍ରସଙ୍ଗକୁ ନେଇ ବିଚାରପତିମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆସନ୍ତାକାଲି ମଧ୍ୟ ପୁଣିଥରେ ଆଲୋଚନା ହୋଇପାରେ ବୋଲି ଖବର ମିଳୁଛି। ତେଣୁ ନ୍ୟାୟପାଳିକାରେ ଦେଖା ଦେଇଥିବା ବିବାଦ ସମାଧାନ ହୋଇଥିବା ନେଇ ଯାହା କୁହାଯାଉଥିଲା ତାକୁ ନେଇ ଏବେବି ବି ସନ୍ଦେହ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story