ସାମାଜିକ କର୍ମୀଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ, କହିଲେ ଆମେ ଶୁଣାଣି କରିବୁନି

ନୂଆଦିଲ୍ଲୀ: ବିଜେପିର ୩ ଜଣ ନେତା ଘୃଣା ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ଦାବି କରିଥିବା ସାମାଜିକ କର୍ମୀ ହର୍ଷ ମାନ୍ଦେରଙ୍କୁ ଆଜି ସୁପ୍ରିମକୋର୍ଟ ଓଲଟା ବାଣ ମାରିଛନ୍ତି। ସେ ସୁପ୍ରିମକୋର୍ଟଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଭିଡିଓ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଶୁଣାଣି କରିବାକୁ ମନା କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ କହିଛନ୍ତି। ବିଜେପି ନେତାଙ୍କ ବିରୋଧରେ ହୋଇଥିବା ଆବେଦନର […]

w

w

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 05:32 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ୩ ଜଣ ନେତା ଘୃଣା ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ଦାବି କରିଥିବା ସାମାଜିକ କର୍ମୀ ହର୍ଷ ମାନ୍ଦେରଙ୍କୁ ଆଜି ସୁପ୍ରିମକୋର୍ଟ ଓଲଟା ବାଣ ମାରିଛନ୍ତି। ସେ ସୁପ୍ରିମକୋର୍ଟଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଭିଡିଓ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଶୁଣାଣି କରିବାକୁ ମନା କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ କହିଛନ୍ତି।

ବିଜେପି ନେତାଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା ସାମାଜିକ କର୍ମୀ ହର୍ଷଙ୍କ ହେଟ ସ୍ପିଚ୍‌ କଥା ଉଠାଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଏହା ଶୁଣିବା ପରେ ହର୍ଷଙ୍କୁ ପଚାରି ଥିଲେ ଯେ ଆପଣ ଏ ଭାଷଣ କେବେ ଓ କେଉଁଠି ଦେଇଥିଲେ?

ଆପଣ କୋର୍ଟଙ୍କୁ ନେଇ ଏମିତି ଭାବନ ରଖିଛନ୍ତି? ପ୍ରଥମେ ଆପଣ କ’ଣ ଭାବୁଛନ୍ତି, ସେକଥା ସ୍ପଷ୍ଟ କରନ୍ତୁ। ଆମେ ଆପଣଙ୍କୁ ନୋଟିସ ପଠାଇବୁ। ଆପଣଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଆପଣ ସୁପ୍ରିମକୋର୍ଟଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ଆମେ ଆପଣଙ୍କ ଆବେଦନର ଶୁଣାଣି କରିବୁ ନାହିଁ।

ଜାନୁଆରୀ ମାସରେ ଆୟୋଜିତ ଏକ ସିଏଏ ବିରୋଧୀ ଆନ୍ଦୋଳନରେ ହର୍ଷ କହିଥିଲେ ଯେ “ଆମର ସୁପ୍ରିମକୋର୍ଟଙ୍କ ଉପରେ ଭରସା ନାହିଁ। ତଥାପି ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story