ଜୁଲାଇ ପହିଲାରେ ଜନ୍ମ; ମା’ ନାଁ ଦେଲେ ଜିଏସ୍‌ଟି

ଜୟପୁର: ୨୦୧୭ ମସିହା ଜୁନ୍ ୩୦ ତାରିଖ ମଧ୍ୟରାତି ସ୍ୱାଧୀନ ଭାରତର ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। କାରଣ ଦେଶରେ ବସ୍ତୁ ଓ ସେବା କର ବା ଜିଏସ୍‌ଟି ଲାଗୁ କରିବା ପାଇଁ ସେଦିନ ସେହି ସମୟରେ ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ବସିଥିଲା ସ୍ୱତନ୍ତ୍ର ଅଧିବେଶନ।  ଯେତେବେଳେ ସଂସଦରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରୁଥିଲେ ସେତେବେଳେ ରାଜସ୍ଥାନରେ ଏକ ଛୁଆର ଜନ୍ମ ହୋଇଥିଲା। ହୋଇପାରେ ସେହି […]

gst

gst

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 09:45 AM IST

Sports

Latest News

ଜୟପୁର: ୨୦୧୭ ମସିହା ଜୁନ୍ ୩୦ ତାରିଖ ମଧ୍ୟରାତି ସ୍ୱାଧୀନ ଭାରତର ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। କାରଣ ଦେଶରେ ବସ୍ତୁ ଓ ସେବା କର ବା ଜିଏସ୍‌ଟି ଲାଗୁ କରିବା ପାଇଁ ସେଦିନ ସେହି ସମୟରେ ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ବସିଥିଲା ସ୍ୱତନ୍ତ୍ର ଅଧିବେଶନ।  ଯେତେବେଳେ ସଂସଦରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରୁଥିଲେ ସେତେବେଳେ ରାଜସ୍ଥାନରେ ଏକ ଛୁଆର ଜନ୍ମ ହୋଇଥିଲା। ହୋଇପାରେ ସେହି ସମୟରେ ସେଦିନ ଦେଶରେ ଅନେକ ଛୁଆ ଜନ୍ମ ହୋଇଥିବେ। କିନ୍ତୁ ଏହା ଛୁଆଟି ବହୁତ ଖାସ୍। କାରଣ ତା’ ମା’ ତା ନାଁ ଜିଏସ୍‌ଟି ରଖିଛନ୍ତି।

ରାଜସ୍ଥାନର ବ୍ୟାୱରରେ ରାତି ଠିକ୍ ୧୨ଟା ୦୨ ମିନିଟ୍‌ ଏହି ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଅର୍ଥାତ୍ ଜୁଲାଇ ପହିଲାରେ ଲାଗୁ ହେବା ସହ ଏହି ଶିଶୁ ଧରା ପୃଷ୍ଠକୁ ଆସିଲା। ଉଭୟ ମା’ ଓ ଛୁଆଙ୍କ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ନିଜ ନବଜାତ ସନ୍ତାନ ସହ ମା’ ସେଲ୍‌ଫି ନେଉଥିବା ବେଳେ ଖୁବ୍ ଖୁସି ଦେଖାଯାଉଛନ୍ତି। ଆଉ ଛୁଆଟି ଆରମରେ ଶୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story