ଚିପ୍ସ୍ ଖାଇ ଚାଲିଗଲା ଜୀବନ

ହାଇଦ୍ରାବାଦ୍‌: ଛୋଟପିଲାଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଚକୋଲେଟ ଓ ଚିପ୍ସ କମ୍ପାନୀ ଲୋଭନୀୟ ଅଫର ଦେଉଛନ୍ତି । କେତେବେଳେ ପ୍ୟାକଟରୁ କଣ୍ଢେଇ ବାହାରୁଛି ତ କେତେବେଳେ ଟଙ୍କା । ଏମିତି ଅଫର ଯୋଗୁ ପିଲାମାନେ ଏହି ପ୍ରଡକ୍ଟଗୁଡିକୁ କିଣି ଆଣିବାକୁ ଅଧିକାଂଶ ସମୟରେ ଜିଦ୍‌ କରିଥାନ୍ତି। ପିଲାଙ୍କ ଏହି ଜିଦ୍‌ ଆଗରେ ଆମକୁ ହାର ମାନିବାକୁ ପଡେ। ହେଲେ ସତର୍କ ରୁହନ୍ତୁ ଏମିତି କରିବା ଆପଣଙ୍କ ପିଲାପାଇଁ କ୍ଷତିକାରକ ହୋଇପାରେ। ନିକଟରେ ଏମିତି ଏକ ଘଟଣାକୁ ଆଧାର […]

death_1509681131_618x347

death_1509681131_618x347

Rakesh Mallick
  • Published: Friday, 03 November 2017
  • Updated: 04 November 2017, 12:51 PM IST

Sports

Latest News

ହାଇଦ୍ରାବାଦ୍‌: ଛୋଟପିଲାଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଚକୋଲେଟ ଓ ଚିପ୍ସ କମ୍ପାନୀ ଲୋଭନୀୟ ଅଫର ଦେଉଛନ୍ତି । କେତେବେଳେ ପ୍ୟାକଟରୁ କଣ୍ଢେଇ ବାହାରୁଛି ତ କେତେବେଳେ ଟଙ୍କା । ଏମିତି ଅଫର ଯୋଗୁ ପିଲାମାନେ ଏହି ପ୍ରଡକ୍ଟଗୁଡିକୁ କିଣି ଆଣିବାକୁ ଅଧିକାଂଶ ସମୟରେ ଜିଦ୍‌ କରିଥାନ୍ତି। ପିଲାଙ୍କ ଏହି ଜିଦ୍‌ ଆଗରେ ଆମକୁ ହାର ମାନିବାକୁ ପଡେ। ହେଲେ ସତର୍କ ରୁହନ୍ତୁ ଏମିତି କରିବା ଆପଣଙ୍କ ପିଲାପାଇଁ କ୍ଷତିକାରକ ହୋଇପାରେ। ନିକଟରେ ଏମିତି ଏକ ଘଟଣାକୁ ଆଧାର କରି ଆମେ ଏହ କଥାଟି କହୁଛୁ ।

ଆନ୍ଧ୍ରପ୍ରଦେଶର ଇଲୁରୁଠାରେ ଏମିତି ଏକ ଚିପ୍ସ ଖାଇବା ଘଟଣାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ଚିପ୍ସ ପ୍ୟାକେଟ୍‌ରୁ ବାହାରିଥିବା ରବର କଣ୍ଢେଇକୁ ଖାଇଦେଇଥିଲେ। ଏ ସମ୍ପର୍କରେ ତାଙ୍କ ଅଭିଭାବକ କିଛି ଜାଣି ନ ପାରିବାରୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ ଇଲୁର ସହରରେ ଚାରି ବର୍ଷୀୟା ନରିଶନ କୁମାର ନିଜ ପିତାଙ୍କ ସହ ଅଝଟ କରି ଚିପ୍ସ ପ୍ୟାକେଟ କିଣିଥିଲେ। ଚିପ୍ସ ପ୍ୟାକେଟରୁ ଚିପ୍ସ ଖାଉ ଖାଉ ଏକ ରବର୍‌ର କଣ୍ଢେଇ ବାହାରିଥିଲା। ହେଲେ ପିଲାଟି ଜାଣି ନ ପାରି କଣ୍ଢେଇଟିକୁ ଖାଇଦେଲେ। ଏହାପରେ ସେ ସେଇଠାରେ ହିଁ ବେହୋସ ହେଇଯାଇଥିଲେ। ତାକୁ ତା’ର ବାପା ମା ତୁରନ୍ତ ମେଡିକାଲ ନେଇଯାଇଥିଲେ। ସେଠାରେ ଜଣା ପଡିଥିଲା ଯେ ପିଲାଟି ରବର୍‌ର କଣ୍ଢେଇ ଖାଇଦେଇଛି। କିଛି ସମୟ ପରେ ଡକ୍ତର ନରିଶନକୁ ମୃତ ଘୋଷିତ କରିଥିଲେ।

ଆହୁରି ମଧ୍ୟ ପଢନ୍ତୁ: ସୋସିଆଲ ମିଡିଆର ଭାଇରାଲ ହେଲା ଫଟୋ: ସୁଇପରରୁ ସୁପର ମଡେଲ ପାଲଟିଲେ ଯୁବତୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story