ଚୀନ: ୫ ହଜାର ବର୍ଷର ପୁରୁଣା ଘରୁ ମିଳିଲା ୯୭ଟି ମାନବ କଙ୍କାଳ

ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୫ ହଜାର ବର୍ଷ ପୁରୁଣା ଏକ ଛୋଟଘରୁ ମଙ୍ଗଳବାର ୯୭ଟି ମାନବ କଙ୍କାଳ ଆବିଷ୍କୃତ କରାଯାଇଛି। ଏହାକୁ ଆବିଷ୍କୃତ କରିଛି ଚୀନର ପ୍ରାତ୍ନତତ୍ତ୍ୱ ବିଭାଗ। ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ଆବିଷ୍କୃତ ହୋଇଥିବା ମାନବ କଙ୍କାଳ ମଧ୍ୟରୁ ବହୁ ନାବାଳକ, ଯୁବକ ଓ ମଧ୍ୟ ବୟସ୍କ ଯୁବକ ରହିଛନ୍ତି।  ମୋଟ ଉପରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠୀ ଏହି ଛୋଟ ଘରେ ନିଆଁ ଲାଗାଇ ଦିଆଯାଇଥିବା ଅନୁମାନ […]

hamin-mangha-1

hamin-mangha-1

Rakesh Mallick
  • Published: Tuesday, 28 July 2015
  • Updated: 04 May 2017, 03:45 PM IST

Sports

Latest News

hamin-mangha-2ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୫ ହଜାର ବର୍ଷ ପୁରୁଣା ଏକ ଛୋଟଘରୁ ମଙ୍ଗଳବାର ୯୭ଟି ମାନବ କଙ୍କାଳ ଆବିଷ୍କୃତ କରାଯାଇଛି। ଏହାକୁ ଆବିଷ୍କୃତ କରିଛି ଚୀନର ପ୍ରାତ୍ନତତ୍ତ୍ୱ ବିଭାଗ।

ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ଆବିଷ୍କୃତ ହୋଇଥିବା ମାନବ କଙ୍କାଳ ମଧ୍ୟରୁ ବହୁ ନାବାଳକ, ଯୁବକ ଓ ମଧ୍ୟ ବୟସ୍କ ଯୁବକ ରହିଛନ୍ତି।  ମୋଟ ଉପରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠୀ ଏହି ଛୋଟ ଘରେ ନିଆଁ ଲାଗାଇ ଦିଆଯାଇଥିବା ଅନୁମାନ କରାଯାଉଛି।

ଏହି କଙ୍କାଳଗୁଡିକୁ ପରୀକ୍ଷାନିରୀକ୍ଷା ପାଇଁ ଉଦ୍ଧାର କରାବା ପାଇଁ ଚୀନ ମ୍ୟୁଜିୟମକୁ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story