ଭାରତ ସହ ସାରା ବିଶ୍ୱକୁ ଚୀନର ଧମକ: ଦଲାଇ ଲାମାଙ୍କୁ ସାକ୍ଷାତ କରିବା ଏକ ବଡ଼ ଅପରାଧ

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ନେଇ ଭାରତ ସମେତ ସାରା ବିଶ୍ୱକୁ ଧମକ ଦେଇଛି ଚୀନ। ବିଶ୍ୱର ସମସ୍ତ ନେତା ଓ ସରକାରଙ୍କୁ ଚେତାବନୀ ଦେଇ  ଚୀନ କହିଛି,“ ଦଲାଇ ଲାମାଙ୍କୁ ସାକ୍ଷାତ କରିବା ଏକ ବଡ଼ ଅପରାଧ।” ଚୀନ ପ୍ରଥମ ଥର ଏପରି କହି ନାହିଁ।  ଅନେକ ଥର ଚୀନ ଦଲାଇ ଲାମାଙ୍କୁ ନେଇ ଏପରି ଚେତାବନୀ ଦେଇଆସିଛି। ଦଲାଇ ଲାମା ତିବ୍ଦତକୁ ଅଲଗା କରିବାକୁ ଚେଷ୍ଟା କରୁଥିବା ନେଇ ଚୀନ ସବୁବେଳେ ଅଭିଯୋଗ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 09:54 AM IST

Sports

Latest News

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ନେଇ ଭାରତ ସମେତ ସାରା ବିଶ୍ୱକୁ ଧମକ ଦେଇଛି ଚୀନ। ବିଶ୍ୱର ସମସ୍ତ ନେତା ଓ ସରକାରଙ୍କୁ ଚେତାବନୀ ଦେଇ  ଚୀନ କହିଛି,“ ଦଲାଇ ଲାମାଙ୍କୁ ସାକ୍ଷାତ କରିବା ଏକ ବଡ଼ ଅପରାଧ।” ଚୀନ ପ୍ରଥମ ଥର ଏପରି କହି ନାହିଁ।  ଅନେକ ଥର ଚୀନ ଦଲାଇ ଲାମାଙ୍କୁ ନେଇ ଏପରି ଚେତାବନୀ ଦେଇଆସିଛି। ଦଲାଇ ଲାମା ତିବ୍ଦତକୁ ଅଲଗା କରିବାକୁ ଚେଷ୍ଟା କରୁଥିବା ନେଇ ଚୀନ ସବୁବେଳେ ଅଭିଯୋଗ କରି ଆସିଛି।

ଚୀନ କହିଛି, ଆମ ସହ କୁଟନୈତିକ ସମ୍ପର୍କ ରଖିବା ପାଇଁ ବିଦେଶୀ ସରକାର ଗୁଡ଼ିକୁ ତିବ୍ବତରୁ ଚୀନର ଏକ ଅଂଶ ବୋଲି ଗ୍ରହଣ କରିବା ଉଚିତ।

ଚୀନରେ ଶାସନ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ (CPC)ର ୟୁନାଇଡେଟ୍‌ ଫ୍ରଣ୍ଟ୍ ୱାର୍କ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଝାଙ୍ଗ୍ ଜିୟାଙ୍ଗ୍ କହିଛନ୍ତି ଯେ କୌଣସି ଦେଶ କିମ୍ୱା ସଙ୍ଗଠନ ଦଲାଇ ଲାମାଙ୍କ ସହ ସାକ୍ଷାତ କରିବାର ନିମନ୍ତ୍ରଣ ସ୍ୱୀକାର କରିବାର ଅର୍ଥ ଚୀନ ଲୋକଙ୍କ  ଭାବନାକୁ ଆଘାତ ଦେବା। ଏହା ଏକ  ଗମ୍ଭୀର ଅପରାଧ।

ସେ କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକ ୮୨ ବର୍ଷୀୟ ଦଲାଇଲାମାଙ୍କୁ ଧାର୍ମିକ ନେତା ଭାବେ ସାକ୍ଷାତ କରୁଥିବା ନେଇ ଯୁକ୍ତି କରିପାରନ୍ତି। କିନ୍ତୁ ଏହା ଗ୍ରହଣୀୟ ନୁହେଁ। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ୧୪ତମ ଦଲାଇ ଲାମା ଧର୍ମ ଆଳରେ ଜଣେ ରାଜନୈତିକ ହସ୍ତୀ। ସେ ଭାରତର ନାଁ ନ ନେଇ କହିଛନ୍ତି ଯେ ଦଲାଇଲାମା ୧୯୫୯ରେ ନିଜ ମାତୃଭୂମିକୁ ଧୋକା ଦେଇ  ଅନ୍ୟ ଦେଶ (ଭାରତ)କୁ ଚାଲି ଯାଇଛନ୍ତି ଓ ନିର୍ବାସନରେ ରହି ନିଜର  ତଥାକଥିତ ସରକାର ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story