ଚୀନ-ଭାରତ ଯୁଦ୍ଧ ହେଲେ ଜାପାନ କରିବ ଭାରତକୁ ସମର୍ଥନ

ନୂଆଦିଲ୍ଲୀ: ଡୋକଲାମ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଉଭୟ ଦେଶ ନିଜ ନିଜ ଜିଦିରେ ଅଟଳ ରହୁଥିବାରୁ ପରିସ୍ଥିତି ଯୁଦ୍ଧ ଆଡକୁ ମୁହାଁଇଲାଣି। ଏପରି କ୍ଷେତ୍ରରେ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମସ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଉଗାଳିଛି। ଏହି ଖବର କାଗଜ କହିଛି ଯଦି ଭାରତ ଡୋକଲାମ ସୀମାରେ ସେନା ନ ହଟାଏ ତାହେଲେ ଭାରତ ସହିତ କୌଣସି […]

img_20170725190120

img_20170725190120

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 04:29 PM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଉଭୟ ଦେଶ ନିଜ ନିଜ ଜିଦିରେ ଅଟଳ ରହୁଥିବାରୁ ପରିସ୍ଥିତି ଯୁଦ୍ଧ ଆଡକୁ ମୁହାଁଇଲାଣି। ଏପରି କ୍ଷେତ୍ରରେ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମସ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଉଗାଳିଛି। ଏହି ଖବର କାଗଜ କହିଛି ଯଦି ଭାରତ ଡୋକଲାମ ସୀମାରେ ସେନା ନ ହଟାଏ ତାହେଲେ ଭାରତ ସହିତ କୌଣସି ବୁଝାମଣା କରାଯିବ ନାହିଁ। ଶେଷରେ ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ବାଛିନେବ ଚୀନ। ଏହି ଧମକାଣିରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜାପାନ। ଏବଂ ଏହାକୁ ନେଇ ଦୁଇ ପଡୋଶି ଦେଶ ମୁହାଁମୁହିଁ ହୋଇଛନ୍ତି।

ଗ୍ଲୋବାଲ ଟାଇମସର ସମ୍ପାଦକୀୟ ପୃଷ୍ଠାରେ ଡୋକଲାମ ପରିସ୍ଥିତିକୁ ନେଇ ସଂସଦରେ ଦିଆଯାଇଥିବା ସୁଷମା ସ୍ୱରାଜଙ୍କ ବୟାନକୁ ଚୀନ ମିଛ ବୋଲି କହିଛି। ଏବଂ ଡୋକଲାମ୍ ସୀମାରେ ଉଭୟ ଦେଶର ସେନା ଏକା ସାଙ୍ଗରେ କଦାପି ପ୍ରତ୍ୟାହାର ହୋଇପାରିବ ନାହିଁ। ଭାରତ ଦିବା ସ୍ୱପ୍ନ ଦେଖୁଛି ବୋଲି ଏହି ଖବରକାଗଜ କହିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଭାରତ ଡୋକଲାମରୁ ସେନା ନ ହଟାଏ ତାହେଲେ ଚୀନ ପାଖରେ ଯୁଦ୍ଧ ହିଁ ଶେଷ ବିକଳ୍ପ। କାରଣ ଏହାଦ୍ୱାରା ଭାରତ ସହିତ କୌଣସି କୁଟନୀତି କରିବାକୁ ପଡିବ ନାହିଁ। ଚୀନର ଏହି ଦାଦାଗିରିରେ ଖପ୍ପା ହୋଇଛି ପଡୋଶୀ ଦେଶ ଜାପାନ। ଏହାର ଉତ୍ତରରେ ଜାପାନ ଚୀନକୁ ଚେତାଇ ଦେଇ କହିଛି ଏବେ ବି ସମୟ ଅଛି। ପରଷ୍ପର ବୁଝାବଣା କରି ଏହି ସମସ୍ୟାର ସମାଧାନ କରୁ ଚୀନ। ନହେଲେ ଚୀନର ସର୍ବନାଶ ହୋଇଯିବ। ଖବର ଅନୁଯାୟୀ ଜାପନ ସମୁଦ୍ର ପଥରୁ ଚୀନକୁ ଘେରିବାକୁ ଜାଲ ବିଛାଇବା ଆରମ୍ଭ କରିଛି। ବାରମ୍ବାର କହିବା ସତ୍ୱେ ଚୀନ ସୁଧୁରୁ ନାହିଁ । ତେଣୁ ତାକୁ ଉଚିତ ଯବାବ ମିଳିବା ଦରକାର ବୋଲି ଜାପାନ କହିଛି। ଭାରତ ସପକ୍ଷରେ ଅନେକ ମହାଶକ୍ତି ଅଛନ୍ତି। କୌଣସି ଦେଶ ଭାରତର କିଛି ବିଗାଡି ପାରିବନି ବୋଲି ଜାପାନ ଚୀନକୁ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story