ଟାର୍ଗେଟ୍‌ ହାସଲ ନକରିପାରିବାରୁ ରାସ୍ତାରେ ଗୁରୁଣ୍ଡିଲେ କର୍ମଚାରୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆପଣମାନଙ୍କ ମଧ୍ୟରୁ କେହି ଟାର୍ଗେଟ୍‌ ଠିକ୍‌ ସମୟରେ ସାରିପାରନ୍ତିନି କି ? ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଆପଣ ଏହି ଚାଇନିଜ୍‌ କମ୍ପାନୀରେ କାମ କରୁନାହାନ୍ତି। ଆଜ୍ଞା ହଁ ଏଭଳି ଏକ କମ୍ପାନୀର ନାମ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ଯାହାକି ଟାର୍ଗେଟ ସାରିପାରିନଥିବା କର୍ମଚାରୀଙ୍କୁ ରାସ୍ତାରେ ଗୁରୁଣ୍ଡିବାକୁ ବାଧ୍ୟ କରିଛି। This Chinese company has a humiliating punishment for employees who fail to meet their targets. pic.twitter.com/cVod5xyXvI — South China […]

china

china

Subrat Kumar Nayak
  • Published: Thursday, 17 January 2019
  • Updated: 17 January 2019, 11:53 AM IST

Sports

Latest News

ନୂଆଦିଲ୍ଲୀ: ଆପଣମାନଙ୍କ ମଧ୍ୟରୁ କେହି ଟାର୍ଗେଟ୍‌ ଠିକ୍‌ ସମୟରେ ସାରିପାରନ୍ତିନି କି ? ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଆପଣ ଏହି ଚାଇନିଜ୍‌ କମ୍ପାନୀରେ କାମ କରୁନାହାନ୍ତି। ଆଜ୍ଞା ହଁ ଏଭଳି ଏକ କମ୍ପାନୀର ନାମ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ଯାହାକି ଟାର୍ଗେଟ ସାରିପାରିନଥିବା କର୍ମଚାରୀଙ୍କୁ ରାସ୍ତାରେ ଗୁରୁଣ୍ଡିବାକୁ ବାଧ୍ୟ କରିଛି।
https://twitter.com/SCMPNews/status/1085500663352614913
ଚୀନ୍‌ର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି କିଛି କର୍ମଚାରୀଙ୍କୁ ଗୁରୁଣ୍ଡିବାର ଏବଂ ସେମାନଙ୍କ ଆଗରେ ଜଣେ ଏକ ପତାକା ଧରି ଚାଲୁଥିବାର ଦେଖାଯାଇଥିଲା। ଯଦିଓ ପୁଲିସ୍‌ ହସ୍ତକ୍ଷେପ ପରେ ଏହା ବନ୍ଦ ହୋଇଯାଇଛି, ଏହା ପୂର୍ବରୁ କିନ୍ତୁ ଅନେକ କର୍ମଚାରୀ ଏପରି ଅମାନୁଷିକ ଦଣ୍ଡର ଶିକାର ହୋଇଛନ୍ତି।

ଏପରି ଘଟଣାକୁ ଦେଖିବା ସମୟରେ ଦେଖଣାହାରୀ ତାଜୁବ୍‌ ହୋଇଯାଇଥିଲେ ଏବଂ ବିରୋଧ ଏତେ ତୀବ୍ର ହୋଇଥିଲା ଯେ କିଛି ଦିନ ପାଇଁ ଏହି କମ୍ପାନୀ ବନ୍ଦ ରହିଥିଲା।

ଭିଡିଓ ଭାଇରାଲ ହେବାପରେ କର୍ମଚାରୀଙ୍କୁ ଏପରି ବ୍ୟବହାର ପାଇଁ ବେଶ୍‌ କିଛି ଲୋକ ନିନ୍ଦା କରିଥିବାବେଳେ ଅନ୍ୟ କିଛି ଲୋକ କର୍ମଚାରୀ ମାନେ ଏହି ଦଣ୍ଡକୁ ବିନା ପ୍ରତିବାଦରେ କିପରି ସହ୍ୟ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ତେବେ ଚାଇନିଜ୍‌ କମ୍ପାନୀଙ୍କ ଏତାଦୃଶ ଦୌରାତ୍ମ୍ୟ ଏପରି ପ୍ରଥମ ଥର ନୁହେଁ। ପୂର୍ବରୁ କାମରେ ଖରାପ ପ୍ରଦର୍ଶନ ପାଇଁ ପୁରୁଷ କର୍ମଚାରୀଙ୍କୁ ମହିଳା କର୍ମଚାରୀଙ୍କ ଦ୍ୱାରା ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story