ପୁଣି ଡରାଇଲା ଚୀନ: କହିଲା ଡୋକଲାମରୁ ସେନା ହଟାଅ

ବେଜିଂ: ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା କମିବାର ନାଁ ନେଉନାହିଁ। ସମସ୍ୟାର ସମାଧାନ ପାଇଁ ଚୀନ୍‌ ଆଗେଇ ଆସିବା ପରିବର୍ତ୍ତେ ଭାରତ ଉପରେ ଦୋଷ ଲଦିବାରେ ଲାଗିଛି। ଖାଲି ସେତିକି ନୁହେଁ ବାରମ୍ବାର ଯୁଦ୍ଧର ଧମକ ଦେଇ ଭାରତକୁ ଡରାଇବାକୁ ଚେଷ୍ଟା କରୁଛି। ଆଜି ଚୀନ୍‌ର ଏକ ସରକାରୀ ଖବରକାଗଜରେ ପୁଣି ଥରେ ଭାରତକୁ ସିଧାସଳଖ ଚେତାବନୀ ଦିଆଯାଇଛି। ଖବରକାଗଜର ସମ୍ପାଦକୀୟରେ ଚୀନ ଭାରତକୁ ଧମକ ଦେଇଥିବା ଉଲ୍ଲେଖ […]

china

china

Rakesh Mallick
  • Published: Monday, 10 July 2017
  • Updated: 10 July 2017, 11:33 AM IST

Sports

Latest News

ବେଜିଂ: ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା କମିବାର ନାଁ ନେଉନାହିଁ। ସମସ୍ୟାର ସମାଧାନ ପାଇଁ ଚୀନ୍‌ ଆଗେଇ ଆସିବା ପରିବର୍ତ୍ତେ ଭାରତ ଉପରେ ଦୋଷ ଲଦିବାରେ ଲାଗିଛି। ଖାଲି ସେତିକି ନୁହେଁ ବାରମ୍ବାର ଯୁଦ୍ଧର ଧମକ ଦେଇ ଭାରତକୁ ଡରାଇବାକୁ ଚେଷ୍ଟା କରୁଛି। ଆଜି ଚୀନ୍‌ର ଏକ ସରକାରୀ ଖବରକାଗଜରେ ପୁଣି ଥରେ ଭାରତକୁ ସିଧାସଳଖ ଚେତାବନୀ ଦିଆଯାଇଛି।

ଖବରକାଗଜର ସମ୍ପାଦକୀୟରେ ଚୀନ ଭାରତକୁ ଧମକ ଦେଇଥିବା ଉଲ୍ଲେଖ କରାଯାଇଛି। ସମ୍ପାଦକରେ ଲେଖା ଯାଇଛି,“ପରିସ୍ଥିତି ଅଧିକ ଭୟାବହ ହେବା ପୂର୍ବରୁ ଡୋକଳାମରୁ ସୌନିକ ହଟାଅ, ନହେଲେ ଭାରତକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ବେଜିଂ ନିଜ ଅଞ୍ଚଳର ସୁରକ୍ଷା ମାମଲାରେ କୌଣସି ପ୍ରକାର ବୁଝାମଣା କରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos