ଚୀନର ଖଚଡ଼ ଚିନ୍ତା: ନଦୀବନ୍ଧ ବାନ୍ଧି ଭାରତ ଉପରେ ‘ୱାଟର ବମ୍‌’ ପକାଇବାକୁ ଯୋଜନା

ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନ୍ କରୁଥିବା ସମସ୍ତ ଷଡ଼ଯନ୍ତ୍ର ଧୀରେ ଧୀରେ ସାମ୍ନାକୁ ଆସୁଛି। ତେବେଳେ ସୀମାରେ ସୈନ୍ୟ ମୁତୟନ କରି ତ ପୁଣି କେତେବେଳେ ଭାରତ ମହାସାଗରରେ ବୁଡ଼ାଜାହାଜକୁ ମୁତୟନ କରି ଭାରତକୁ ବାରମ୍ୱାର ଧମକ ଦେଉଛି। ଏସବୁ ଭିତରେ ପୁଣି ଏକ ଚାଞ୍ଚଲ୍ୟକର ସତ୍ୟ ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସମ୍ମୁଖ ଯୁଦ୍ଧ କିମ୍ୱା ଅଣୁ ଅସ୍ତ୍ରରେ ନୁହେଁ, ବରଂ ୱାଟର ବମ୍‌ ଦ୍ୱାରା ଭାରତକୁ କ୍ଷତି ପହଞ୍ଚାଇବାକୁ ଯୋଜନା […]

dam

dam

Rakesh Mallick
  • Published: Friday, 21 July 2017
  • Updated: 21 July 2017, 02:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନ୍ କରୁଥିବା ସମସ୍ତ ଷଡ଼ଯନ୍ତ୍ର ଧୀରେ ଧୀରେ ସାମ୍ନାକୁ ଆସୁଛି। ତେବେଳେ ସୀମାରେ ସୈନ୍ୟ ମୁତୟନ କରି ତ ପୁଣି କେତେବେଳେ ଭାରତ ମହାସାଗରରେ ବୁଡ଼ାଜାହାଜକୁ ମୁତୟନ କରି ଭାରତକୁ ବାରମ୍ୱାର ଧମକ ଦେଉଛି। ଏସବୁ ଭିତରେ ପୁଣି ଏକ ଚାଞ୍ଚଲ୍ୟକର ସତ୍ୟ ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ସମ୍ମୁଖ ଯୁଦ୍ଧ କିମ୍ୱା ଅଣୁ ଅସ୍ତ୍ରରେ ନୁହେଁ, ବରଂ ୱାଟର ବମ୍‌ ଦ୍ୱାରା ଭାରତକୁ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଛି ଚୀନ୍। ଡେରାଡୁନ୍ ୱାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକ ମାନେ ଚୀନ୍ ଉପରେ କରୁଥିବା ଏକ ରିସର୍ଚ୍ଚରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଗବେଷକଙ୍କ କହିବା ଅନୁଯାୟୀ, ଚୀନ୍ ବନ୍ଧ ବାନ୍ଧି ବିପୁଳ ପରିମାଣରେ ଜଳ ଡ୍ୟାମରେ ରଖିଛି। ଯଦି ଭାରତ ଏଥିପ୍ରତି ଦୃଷ୍ଟି ନ ଦିଏ, ତେବେ ବହୁତ ବଡ଼ କ୍ଷତି ସହିବ। ଡେରାଡ଼ୁନର ୱାଡ଼ିଆ ଇନ୍‌ଷ୍ଟିଚ୍ୟୁଟ୍‌ ଗବେଷକଙ୍କ କହିବା ଅନୁଯାୟୀ, ୨୦୦୭ରେ ଚୀନ୍ ଉପରେ ଏକ ରିସର୍ଚ୍ଚ କରାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଥିଲା, ଯଦି ଚୀନ୍ ଘାଘରା, ଗଂଡକ ଓ ବ୍ରହ୍ମପୁତ୍ର ନଦୀର ଜଳକୁ ଡ୍ୟାମ୍‌ରେ ଅଟକାଇ ହଠାତ୍ ଭାରତ ମଧ୍ୟକୁ ଛାଡ଼େ ତେବେ କିଛି ସମୟ ମଧ୍ୟରେ ଭାରତର ଅନେକ ରାଜ୍ୟ ଜଳମଗ୍ନ ହୋଇଯିବ।

ପୂର୍ବରୁ ମଧ୍ୟ ଅନେକ ସମୟରେ ଚୀନ୍‌ର ପ୍ରମୁଖ ନଦୀରୁ ଅତି କ୍ଷୀପ୍ର ଗତିରେ ଜଳ ଭାରତକୁ ଆସିଛି। ସେତେବେଳେ ମଧ୍ୟ ଚୀନ୍ ଏଭଳି ଯୋଜନା ପ୍ରସ୍ତୁତ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଗବେଷକଙ୍କ କହିବା ଅନୁଯାୟୀ, ଭାରତ ଠାରୁ ଅଧିକ ଉଚ୍ଚରେ ଚୀନ ଅବସ୍ଥିତ। ଚୀନ୍‌ର ବିଭିନ୍ନ ନଦୀରୁ ଆସୁଥିବା ଜଳ ଅତି କ୍ଷୀପ୍ର ଗତିରେ ଆସିଥାଏ। କିନ୍ତୁ ଏବେ ଚୀନ୍ ଲଗାତର ନଦୀ ଉପରେ ବନ୍ଧ ତିଆରି କରି ଜଳ ଅଟକାଉଛି। ଯଦି ଲଗାତାର ଚୀନ୍ ନଦୀର ପାଣିକୁ ଏଭଳି ଅଟକାଇ ରଖିବାକୁ ଚେଷ୍ଟା କରେ ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ସୀମାରେ ଯେଉଁଭଳି ଉତ୍ତେଜନା ଦେଖାଦେଇଛି, ଚୀନ୍ ଯଦି ସେଭଳି କିଛି ପଦକ୍ଷେପ ନିଏ ତ ଭାରତର ଆସାମ, ପଶ୍ଚିମବଙ୍ଗ,ମେଘାଳୟ ସହ ବାଲାଂଦେଶ ନିମିଷକେ ଜଳମଗ୍ନ ହୋଇଯିବ। ତେଣୁ ଏଭଳି ପରିସ୍ଥିତିକୁ କିପରି ମୁକାବିଲା କରିହେବ ସେ ନେଇ ଭାରତ ସରକାର ଏବେଠୁ ପଦକ୍ଷେପ ନେବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story