ଦେଶରେ ଚୀନ ସାମଗ୍ରୀକୁ ବର୍ଜନ କଲେ ଲୋକେ: ହାତରେ ନ ମାରି ଭାତରେ ମାରିବ ଭାରତ

ନୂଆଦିଲ୍ଲୀ: ସୀମାରେ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢିବଢି ଚାଲିଛି। ଦିନକୁ ଦିନ ଚୀନ ପକ୍ଷରୁ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତ୍ୟବ ଦିଆଯାଉଥିବା ବେଳେ ଭାରତ ମଧ୍ୟ ଚୀନକୁ ସମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ଏହି ତିକ୍ତତା ମଧ୍ୟରେ ସବୁଠୁ ଅଧିକ କ୍ଷତି ହୋଇଛି ଚୀନର। ପୂର୍ବରୁ ଚୀନର ଅନେକ କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରଭାବ ବିସ୍ତାର କରିଆସୁଥିବା ବେଳେ ଏବେ କିନ୍ତୁ ଚୀନ ସାମଗ୍ରୀର ଚାହିଦା ସମ୍ପୁର୍ଣ୍ଣ କମି ଯାଇଛି। ଚୀନ […]

china-products-main

china-products-main

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 05:01 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢିବଢି ଚାଲିଛି। ଦିନକୁ ଦିନ ଚୀନ ପକ୍ଷରୁ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତ୍ୟବ ଦିଆଯାଉଥିବା ବେଳେ ଭାରତ ମଧ୍ୟ ଚୀନକୁ ସମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ଏହି ତିକ୍ତତା ମଧ୍ୟରେ ସବୁଠୁ ଅଧିକ କ୍ଷତି ହୋଇଛି ଚୀନର। ପୂର୍ବରୁ ଚୀନର ଅନେକ କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରଭାବ ବିସ୍ତାର କରିଆସୁଥିବା ବେଳେ ଏବେ କିନ୍ତୁ ଚୀନ ସାମଗ୍ରୀର ଚାହିଦା ସମ୍ପୁର୍ଣ୍ଣ କମି ଯାଇଛି। ଚୀନ ଜିନିଷ କିଣିବା ପାଇଁ ଗ୍ରାହକ କୁଣ୍ଠାବୋଧ କରୁଛନ୍ତି। ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଦେଶପ୍ରେମ ଜାଗ୍ରତ ହୋଇଛି। ଫଳରେ ଲୋକମାନେ ଚୀନ ସାମଗ୍ରୀକୁ ବୟକଟ୍‌ କରୁଛନ୍ତି। ଅନେକ ସହରରେ ଚୀନ ସାମଗ୍ରୀକୁ କେହି କିଣିବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ୍‌ କରିବାକୁ ଲାଗିଲେଣି। ଫଳରେ ଚୀନ ବର୍ତ୍ତମାନ ଆର୍ଥିକ କ୍ଷେତ୍ରରେ ଅନେକ କ୍ଷତି ସହିଲାଣି। ଲୋକମାନଙ୍କ କହିବା କଥା ଯଦି ଚୀନ ଭାରତରେ ବ୍ୟବସାୟ କରି ନ ପାରେ ତେବେ ସେ ଅନେକ କ୍ଷତି ସହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story