ପୁଣି ଡରାଇଲା ଚୀନ୍‌

ନୂଆଦିଲ୍ଲୀ: ସିକିମ୍‌ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିବାଦର ସମାଧାନ ପାଇଁ ଚୀନ୍‌ ଆଗେଇ ଆସିବା ପରିବର୍ତ୍ତେ କିଛି ନା କିଛି ଏପରି ପଦକ୍ଷେପ ନେଉଛି ଯାହା ଦୁଇ ଦେଶକୁ ଯୁଦ୍ଧ ଆଡକୁ ଟାଣି ନେବାର ଆଶଙ୍କା ସୃଷ୍ଟି କରୁଛି। ଗତକାଲି ଭାରତ ମହାସାଗରରେ ପଣ୍ଡୁବି ବୁଲାଇ ଥିବା ଚୀନ୍‌ ଆଜି ପୁଣି ଥରେ ଭାରତକୁ ଡରାଇବାକୁ ଚେଷ୍ଟା କରିଛି। ଚୀନ୍‌ ଭାରତକୁ ସାବାଡ କରିବାକୁ ଧମକ ଦେଇଛି। ବୁଧବାର ଚୀନ୍‌ର ସରକାରୀ ଖବରକାଗଜ […]

china

china

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 10:29 AM IST

Sports

Latest News

ନୂଆଦିଲ୍ଲୀ: ସିକିମ୍‌ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିବାଦର ସମାଧାନ ପାଇଁ ଚୀନ୍‌ ଆଗେଇ ଆସିବା ପରିବର୍ତ୍ତେ କିଛି ନା କିଛି ଏପରି ପଦକ୍ଷେପ ନେଉଛି ଯାହା ଦୁଇ ଦେଶକୁ ଯୁଦ୍ଧ ଆଡକୁ ଟାଣି ନେବାର ଆଶଙ୍କା ସୃଷ୍ଟି କରୁଛି। ଗତକାଲି ଭାରତ ମହାସାଗରରେ ପଣ୍ଡୁବି ବୁଲାଇ ଥିବା ଚୀନ୍‌ ଆଜି ପୁଣି ଥରେ ଭାରତକୁ ଡରାଇବାକୁ ଚେଷ୍ଟା କରିଛି।

ଚୀନ୍‌ ଭାରତକୁ ସାବାଡ କରିବାକୁ ଧମକ ଦେଇଛି। ବୁଧବାର ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି- “ଭାରତକୁ ପୁଣି ଥରେ ସାବାଡ଼ କରିବାକୁ ସମୟ ଆସିଯାଇଛି। ଏଥର ୧୯୬୨ ମହିହାଠାରୁ ଅଧିକ ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡିବ।”

ସିକିମ୍‌ ସେକ୍ଟରରେ ବିବାଦ ପରେ ଚୀନ୍‌ ଭାରତକୁ ୧୯୬୨ ମସିହା ପରାଜୟକୁ ସ୍ମରଣ କରିବାକୁ କହିଥିଲା। ଏହାର ଜବାବରେ ରକ୍ଷାମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ- “୧୯୬୨ ଭାରତ ଓ ଏବେର ଭାରତ ମଧ୍ୟରେ ବହୁତ ଫରକ ରହଛି। ଭାରତକୁ ୧୯୬୨ ମସିହାର ଦେଶ ଭାବିବାର ଭୁଲ କରନ୍ତୁ ନାହିଁ।”

ଜେଟଲୀଙ୍କ ପୂର୍ବରୁ ସେନା ପ୍ରମୁଖ ବିପିନ ରାୱତ ଚୀନ୍‌ ଓ ପାକିସ୍ତାନ ସହ ଭାରତ ଏକା ସଙ୍ଗରେ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିଲେ।

ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟରେ କୁହାଯାଇଛି, ଯଦି ଭାରତ ଭାବୁଛି ଡୋକଲାମ୍‌ ଅଞ୍ଚଳରେ ଭାରତ ସେନାକୁ କାର୍ଯ୍ୟରେ ଲଗାଇବ ଓ ପାକିସ୍ତାନ ଏବଂ ଚୀନ୍‌ ସହ ଏକା ସାଙ୍ଗରେ ଲଢିପାରିବ ତେବେ ଆମେ ଭାରତକୁ ଏହା କହିବାକୁ ଚାହୁଁଛୁ ଚୀନ୍‌ର ସେନାଶକ୍ତିକୁ ହାଲ୍‌କାରେ ନ ନିଅନ୍ତୁ। ଏଥିରେ ଆହୁରି କୁହାଯାଇଛି ଜେଟଲୀ ଠିକ୍‌ କହିଛନ୍ତି ଯେ ୧୯୬୨ ଭାରତ ଓ ୨୦୧୭ ଭାରତ ମଧ୍ୟରେ ବହୁତ ଫରକ୍‌ ଅଛି। ହେଲେ ଯଦି ଯୁଦ୍ଧ ହୁଏ ତେବେ ଭାରତକୁ ଅଧିକ କ୍ଷତି ସହିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story