ଆମେରିକା ସହ ଟ୍ରେଡ୍ ଓ୍ୱାର କରି ଫସିଲା ଚୀନ୍, ୩୦ ବର୍ଷ ତଳକୁ ଗଲା ଜିଡିପି

ବେଜିଂ: ଆମେରିକା ସହ ଟ୍ରେଡ୍ କରିବା ଚୀନକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଏବେ ଚୀନକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଚୀନରେ ଏବେ ଉପଭୋକ୍ତା ଚାହିଦା ଏବେ ପୂର୍ବ ତୁଳନାରେ ବହୁତ କମିଯାଇଛି। ପରିଣାମ ସ୍ୱରୂପ ୨୦୧୯ରେ ଚୀନର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିଛି। ଯାହାକି ଦୀର୍ଘ ୩୦ ବର୍ଷରେ ସବୁଠାରୁ କମ୍। ଶୁକ୍ରବାର ଜାରି ହୋଇଥିବା ଚୀନର ଅଭିବୃଦ୍ଧି ହାର ରିପୋର୍ଟ ଅନୁଯାୟୀ, ୨୦୧୮ରେ ଚୀନର ଜିଡିପି ୬.୬ ଥିବାବେଳେ ୨୦୧୯ ବେଳକୁ ଏହା […]

trade war

trade war

Subhransu Sekhar
  • Published: Friday, 17 January 2020
  • Updated: 17 January 2020, 04:16 PM IST

Sports

Latest News

ବେଜିଂ: ଆମେରିକା ସହ ଟ୍ରେଡ୍ କରିବା ଚୀନକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଏବେ ଚୀନକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଚୀନରେ ଏବେ ଉପଭୋକ୍ତା ଚାହିଦା ଏବେ ପୂର୍ବ ତୁଳନାରେ ବହୁତ କମିଯାଇଛି। ପରିଣାମ ସ୍ୱରୂପ ୨୦୧୯ରେ ଚୀନର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିଛି। ଯାହାକି ଦୀର୍ଘ ୩୦ ବର୍ଷରେ ସବୁଠାରୁ କମ୍।

ଶୁକ୍ରବାର ଜାରି ହୋଇଥିବା ଚୀନର ଅଭିବୃଦ୍ଧି ହାର ରିପୋର୍ଟ ଅନୁଯାୟୀ, ୨୦୧୮ରେ ଚୀନର ଜିଡିପି ୬.୬ ଥିବାବେଳେ ୨୦୧୯ ବେଳକୁ ଏହା .୫ ପ୍ରତିଶତ କମି ୬.୧ ପ୍ରତିଶତ ହୋଇଛି। ଯାହାକି ୧୯୯୦ ପରେ ସବୁଠାରୁ କମ୍।

ସୂଚନାଯୋଗ୍ୟ, ଚୀନର ଟେକ୍ନୋଲୋଜି ଏବଂ ଟ୍ରେଡ୍ ସରପ୍ଲସକୁ ନେଇ ଆମେରିକା ସହିତ ଚୀନର ଟ୍ରେଡ ଓ୍ୱାର ଚାଲିଛି। ଆମେରିକା ସରପ୍ଲସ ଦାମ ଏବଂ ଚୀନର ଟେକ୍ନୋଲଜିର ଦାମ ବଢ଼ାଇ ଦେଇଛି। ପରିଣାମସ୍ୱରୂପ ଗ୍ରାହକମାନେ ଏହି ଚୀନର ଜିନିଷ ପ୍ରତି କିଣିବା ପାଇଁ ଆକୃଷ୍ଟ ହେଉନାହାନ୍ତି। ଫଳରେ ଏହାର ପ୍ରଭାବ ଚୀନର ଅର୍ଥନୀତି ଉପରେ ପଡ଼ିଛି।

ନିକଟରେ ଆମେରିକା ଏବଂ ଚୀନ ମଧ୍ୟ ଟ୍ରେଡ ଓ୍ୱାରକୁ ଦୂରେଇବା ପାଇଁ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି। ଯେଉଁଥିରେ ଆମେରିକା ଚୀନ ଜିନିଷ ଉପରେ ବଢ଼ାଇଥିବା ଦରଦାମ କମାଇବ ବୋଲି ରାଜି ହୋଇଥିବାବେଳେ ଚୀନ ମଧ୍ୟ ଆମେରିକାର ଜିନିଷ କିଣିବ ବୋଲି ରାଜି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story