ଧୋକାବାଜ ଚୀନ୍‌ର ବିଶ୍ୱାସଘାତକତା: ଡୋକଲାମରେ କରୁଛି ସେନା ଠୁଳ

ଡୋକଲାମ: କଥା ଦେଇ ପରେ ହଟିଯିବା ଚୀନ୍‌ର ରକ୍ତରେ ରହିଛି। ନିଜ ମିଛକୁ ସତ କରିବାକୁ ଯେକୌଣସି ସ୍ତରକୁ ଯିବାକୁ ମଧ୍ୟ ଏହି ଦେଶ ପ୍ରସ୍ତୁତ। ଡୋକଲାମ ବିବାଦ ବେଳେ ସାରା ବିଶ୍ୱ ଏହାକୁ ଜାଣିଛି, କେମିତି ଚୀନ୍‌ ନିଜ ସପକ୍ଷରେ ମିଛ ପ୍ରଚାର କରୁଥିଲା। ସେ ଯାହା ହେଉ ଏବେ ପୁଣି ଥରେ ଚୀନ୍‌ ଭାରତ ସହ ବିଶ୍ୱାସଘାତକତା କରିବାକୁ ଯାଉଛି। ଯାହା ଡୋକଲାମରୁ ଆସୁଛି। ଡୋକଲାମରେ ରାସ୍ତା ନିର୍ମାଣକୁ ନେଇ ୭୩ ଦିନର ବିବାଦ […]

chinese-india-border

chinese-india-border

Rakesh Mallick
  • Published: Friday, 06 October 2017
  • Updated: 06 October 2017, 05:16 PM IST

Sports

Latest News

ଡୋକଲାମ: କଥା ଦେଇ ପରେ ହଟିଯିବା ଚୀନ୍‌ର ରକ୍ତରେ ରହିଛି। ନିଜ ମିଛକୁ ସତ କରିବାକୁ ଯେକୌଣସି ସ୍ତରକୁ ଯିବାକୁ ମଧ୍ୟ ଏହି ଦେଶ ପ୍ରସ୍ତୁତ। ଡୋକଲାମ ବିବାଦ ବେଳେ ସାରା ବିଶ୍ୱ ଏହାକୁ ଜାଣିଛି, କେମିତି ଚୀନ୍‌ ନିଜ ସପକ୍ଷରେ ମିଛ ପ୍ରଚାର କରୁଥିଲା। ସେ ଯାହା ହେଉ ଏବେ ପୁଣି ଥରେ ଚୀନ୍‌ ଭାରତ ସହ ବିଶ୍ୱାସଘାତକତା କରିବାକୁ ଯାଉଛି। ଯାହା ଡୋକଲାମରୁ ଆସୁଛି।

ଡୋକଲାମରେ ରାସ୍ତା ନିର୍ମାଣକୁ ନେଇ ୭୩ ଦିନର ବିବାଦ ପରେ ଚୀନ୍‌ ସେନା ପଛକୁ ହଟିଥିଲା। ଏହାପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିଥିଲେ। ଭାରତୀୟ ସେନା ପଛକୁ ଆସିବ ପରେ ଚୀନ୍‌ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଚୀନ୍‌ ଡୋକଲାମ ଅଞ୍ଚଳରେ ନିଜ ସ୍ଥିତି ସୁଦୃଢ କରିବାକୁ ଅଧିକ ସଂଖ୍ୟାରେ ସୈନିକ ମୁତୟନ କରୁଛି। ବିବାଦୀୟ ସ୍ଥାନରେ ଚୀନ୍‌ ପୁଣି ସଡ଼କ ନିର୍ମାଣ କାମ ଆରମ୍ଭ କରିପାରେ ବୋଲି ଆଶଙ୍କା କରାଯାଉଛି।

ଗତକାଲି ଖବର ଆସିଥିଲା ଚୀନ୍‌ ଡୋକଲାମର ବିବାଦୀୟ ସ୍ଥଳରୁ ୧୦ କିମି ଦୂରରେ ସଡ଼କ ନିର୍ମାଣ ଆରମ୍ଭ କରିଛି। ଏହି କାମକୁ ସୁରକ୍ଷା ଦେବାକୁ ସେଠାରେ ୫୦୦ ସୈନିକଙ୍କୁ ମଧ୍ୟ ମୁତୟନ କରିଛି।

ଆହୁରି ପଢ଼ନ୍ତୁଭାରତ-ଚୀନ୍ ବିବାଦ ତୁଟିଲା: ଡୋକଲାମ୍ ପ୍ରସଙ୍ଗରେ ଭାରତର କୂଟନୈତିକ ବିଜୟ, ସେନା ହଟେଇବାକୁ ରାଜି ହେଲା ଚୀନ୍

ଚୀନ୍‌ର ଏପରି ପଦକ୍ଷେପ ଏହି ଅଞ୍ଚଳରେ ପୁଣି ଅଶାନ୍ତି ସୃଷ୍ଟି କରିବ। କାରଣ ଚୀନ୍‌ ଭୁଟାନ ଜମିକୁ ନିଜର କହି ସଡ଼କ ନିର୍ମାଣ କରିବାକୁ ଲାଗିଛି। ଯାହା ଉଭୟ ଭୁଟାନ ଓ ଭାରତ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି କରିବ।

ଆହୁରି ପଢ଼ନ୍ତୁମୁଣ୍ଡ ନୁଆଁଇଲା ଚୀନ୍‌: ଡୋକଲାମରୁ ୧୦୦ ମିଟର ପଛକୁ ହଟିବାକୁ ରାଜି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story