ପୁଣି ଧମକ ଦେଲା ଚୀନ: ସେନା ହଟାଅ, ନ ହେଲେ ଦେଖିବ

ନୂଆଦିଲ୍ଲୀ: ସିକିମ୍ ଅଞ୍ଚଳର ଡୋକଲାମ ସୀମା ବିବାଦକୁ ନେଇ ଚୀନ ସେନା ଓ ସରକାର ଭାରତକୁ ଧମକ ଦେବାରେ ଲାଗିଛନ୍ତି। ଚୀନ ସେନା ପୁଣି ଥରେ ପାଇଁ ଭାରତୀୟ ସେନାକୁ ଧମକ ଦେଇ କହିଛି, ଯଦି ଡୋକଲାମରୁ ଭାରତୀୟ ସେନା ନ ହଟାନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ। ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିନିଧି କହିଛନ୍ତି,“ଆମ ପ୍ରଥମ ଦାବି ହେଉଛି ଭାରତ ପ୍ରଥମେ ଡୋକଲାମରୁ ତାର ସେନା ହଟାଉ। ଏହାପରେ ସମସ୍ୟା ସମାଧାନ ହୋଇପାରିବ। ସୀମାରେ ଶାନ୍ତି […]

border

border

Rakesh Mallick
  • Published: Monday, 24 July 2017
  • Updated: 24 July 2017, 02:00 PM IST

Sports

Latest News

ନୂଆଦିଲ୍ଲୀ: ସିକିମ୍ ଅଞ୍ଚଳର ଡୋକଲାମ ସୀମା ବିବାଦକୁ ନେଇ ଚୀନ ସେନା ଓ ସରକାର ଭାରତକୁ ଧମକ ଦେବାରେ ଲାଗିଛନ୍ତି। ଚୀନ ସେନା ପୁଣି ଥରେ ପାଇଁ ଭାରତୀୟ ସେନାକୁ ଧମକ ଦେଇ କହିଛି, ଯଦି ଡୋକଲାମରୁ ଭାରତୀୟ ସେନା ନ ହଟାନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ।

ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିନିଧି କହିଛନ୍ତି,“ଆମ ପ୍ରଥମ ଦାବି ହେଉଛି ଭାରତ ପ୍ରଥମେ ଡୋକଲାମରୁ ତାର ସେନା ହଟାଉ। ଏହାପରେ ସମସ୍ୟା ସମାଧାନ ହୋଇପାରିବ। ସୀମାରେ ଶାନ୍ତି ରହିଲେ ପୂରା ରାଷ୍ଟ୍ର ଶାନ୍ତିରେ ରହି ପାରିବ।”

ଏକ ବିଶେଷ ସୁତ୍ର ଅନୁସାରେ ଚୀନ ସେନା ଭାରତୀୟ ସେନାକୁ ଚେତାବନୀ ଦେଇ କହିଛି, “ଯଦି ଭାରତୀୟ ସେନା ପଛକୁ ନ ହଟେ ସୀମାରେ ସେନା ସଂଖ୍ୟା ବୃଦ୍ଧି କରାଯିବ। ଯେକୌଣସି ପରିସ୍ଥିତିରେ ନିଜ ଦେଶକୁ ରକ୍ଷା କରାଯିବ, ଆଉ ଏହାର ପରିଣତି ଯାହା ବି ହେବ ଦେଖାଯିବ।

ଚୀନ ସହିତ ଚାଲିଥିବା ସୀମା ବିବାଦକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି। ଭାରତ ଓ ଚୀନ ସିଧାସଳଖ କଥାବାର୍ତ୍ତା ହୋଇ ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ବୋଲି ଆମେରିକା ଉପଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story