ଚୀନର ନୂଆ ଚକ୍ରାନ୍ତ: ଭାରତ ମହାସାଗରର ସୁରକ୍ଷା ପାଇଁ ଭାରତର ସହଯୋଗ ମାଗିଲା

ନୂଆଦିଲ୍ଲୀ: ଚୀନର ଦୁମୁହାଁ ନୀତି। ଏପଟେ ଗରମ। ସେପଟେ ନରମ। ଗୋଟିଏ ପଟେ ସିକିମ ସୀମାରେ ଡୋକଲାମକୁ ନେଇ ଦାଦାଗିରି କରୁଥିବା ବେଳେ ଅପରପଟେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ  ସୁରକ୍ଷା ପାଇଁ  ସହଯୋଗ ଲୋଡ଼ିଛି। ଚୀନର ଉପକୂଳବର୍ତ୍ତୀ ଝାନ୍‌ଜିଆଙ୍ଗ ଚୀନ ନୌସେନାର ସାଉଥ୍ ସି  ଫ୍ଲିଟ(ଦକ୍ଷିଣ ସାଗର ଭେଳା)ର ସାମରିକ ଘାଟିରେ  କେତେ ଜଣ ଭାରତୀୟ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଚୀନ ପକ୍ଷରୁ ଏମିତି ପ୍ରସ୍ତାବ ଦିଆଯାଇଛି। ଜଳ ଦଶ୍ୟୁଙ୍କ ନଜରରୁ ବର୍ତ୍ତିବା […]

china-2

china-2

Rakesh Mallick
  • Published: Friday, 11 August 2017
  • Updated: 11 August 2017, 08:49 PM IST

Sports

Latest News

ନୂଆଦିଲ୍ଲୀ: ଚୀନର ଦୁମୁହାଁ ନୀତି। ଏପଟେ ଗରମ। ସେପଟେ ନରମ। ଗୋଟିଏ ପଟେ ସିକିମ ସୀମାରେ ଡୋକଲାମକୁ ନେଇ ଦାଦାଗିରି କରୁଥିବା ବେଳେ ଅପରପଟେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ  ସୁରକ୍ଷା ପାଇଁ  ସହଯୋଗ ଲୋଡ଼ିଛି। ଚୀନର ଉପକୂଳବର୍ତ୍ତୀ ଝାନ୍‌ଜିଆଙ୍ଗ ଚୀନ ନୌସେନାର ସାଉଥ୍ ସି  ଫ୍ଲିଟ(ଦକ୍ଷିଣ ସାଗର ଭେଳା)ର ସାମରିକ ଘାଟିରେ  କେତେ ଜଣ ଭାରତୀୟ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଚୀନ ପକ୍ଷରୁ ଏମିତି ପ୍ରସ୍ତାବ ଦିଆଯାଇଛି।

ଜଳ ଦଶ୍ୟୁଙ୍କ ନଜରରୁ ବର୍ତ୍ତିବା ଏବଂ ଶାନ୍ତି ସ୍ଥାପନ ପାଇଁ ଚୀନର ପିପୁଲ ଲିବେରେଶନ ଆର୍ମି ନୌସେନା ଅଧିକାରୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଛି।  ପ୍ରଥମଥର ପାଇଁ ଭାରତୀୟ ସାମ୍ବାଦିକଙ୍କ ସହ ଏଭଳି ପ୍ରସଙ୍ଗ ଉପରେ ଚୀନ ଆଲୋଚନା କରିଛି।  ଚୀନ କହିଛି ଯେ, ଅନ୍ତର୍ଜାତୀୟ ସମୁଦାୟ ପାଇଁ  ଭାରତୀୟ ମହାସାଗର ହେଉଛି ଏକ ଉନ୍ମୋକ୍ତ ଅଞ୍ଚଳ।

ତେଣୁ ଏ ଅଞ୍ଚଳରେ ସୁରକ୍ଷା  ଏବଂ ନିରାପଦ  ପାଇଁ ଭାରତ ଏବଂ ଚୀନ ଉଭୟ ପଦକ୍ଷେପ ନେବା ଜରୁରୀ।  ଅନ୍ୟପକ୍ଷରେ ଚୀନର ଏଭଳି ପ୍ରସ୍ତାବ ପଛରେ ମଧ୍ୟ ଏକ ବଡ଼ କୂଟନୀତି ରହିଛି। କାରଣ କିଛି ଦିନ ପୂର୍ବେ ହର୍ଣ୍ଣ ଅଫ ଆଫ୍ରିକାର ଡିଜିବୋଟି(ଭାରତ ମହାସାଗର) ନିକଟରେ ନୌସେନା ପକ୍ଷରୁ ଏକ ସାମରିକ ଘାଟି ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଦେଶ ବାହାରେ ଚୀନ ପକ୍ଷରୁ ସାମରିକ ଘାଟି ନିର୍ମାଣ କରାଯାଇଛି। ତେଣୁ ସାମୁଦ୍ରିକ କାରବାର ଏବଂ ସମୁଦ୍ରରେ ଶାମରିକ ଶକ୍ତି ବୃଦ୍ଧି ପାଇଁ ଚୀନ ପକ୍ଷରୁ ଚକ୍ରାନ୍ତ କରାଯାଉ ଥିବା କଥା ଉଠିଛି। ଏ ଦୃଷ୍ଟିରେ ଦେଖିଲେ ଚୀନ ଭାରତ ମହାସାଗରକୁ କବ୍‌ଜା ଲକ୍ଷରେ ରହିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story