ଚୀନର ଜିଂଜୟାଙ୍ଗରେ ଭୂମିକମ୍ପ: ୪ ମୃତ

ବେଜିଂ: ଚୀନର  ଜିଂଜାୟାଙ୍ଗ୍  ରାଜ୍ୟରେ ଶୁକ୍ରବାର ସକାଳେ ଭୂମିକମ୍ପ  ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତ୍ରୀବତା  ଥିଲା ୬.୫। ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି।   ୪୮ ଜଣ ଆହତ ହୋଇଛନ୍ତି।  ଏହି ଭୂମିକମ୍ପରେ  ଦକ୍ଷିଣ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ସୂତ୍ରରୁ  ସୂଚନା ମିଳିଛି। ଚୀନର ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ପକ୍ଷରୁ ୨ ନମ୍ବର ଜରୁରୀକାଳୀନ  ବିପଦ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ  ପିସାନରେ ସକାଳ ୯ଟା ୭ମିନିଟିରେ ମଧ୍ୟମ ଧରଣରେ ଭୂମିକମ୍ପ ଅନୁଭୂତ […]

xinjiang

Rakesh Mallick
  • Published: Friday, 03 July 2015
  • , Updated: 04 May 2017, 03:45 PM IST

ବେଜିଂ: ଚୀନର  ଜିଂଜାୟାଙ୍ଗ୍  ରାଜ୍ୟରେ ଶୁକ୍ରବାର ସକାଳେ ଭୂମିକମ୍ପ  ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତ୍ରୀବତା  ଥିଲା ୬.୫। ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି।   ୪୮ ଜଣ ଆହତ ହୋଇଛନ୍ତି।  ଏହି ଭୂମିକମ୍ପରେ  ଦକ୍ଷିଣ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ସୂତ୍ରରୁ  ସୂଚନା ମିଳିଛି। ଚୀନର ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ପକ୍ଷରୁ ୨ ନମ୍ବର ଜରୁରୀକାଳୀନ  ବିପଦ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ  ପିସାନରେ ସକାଳ ୯ଟା ୭ମିନିଟିରେ ମଧ୍ୟମ ଧରଣରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

Related story