ଚୀନର ଜିଂଜୟାଙ୍ଗରେ ଭୂମିକମ୍ପ: ୪ ମୃତ
ବେଜିଂ: ଚୀନର ଜିଂଜାୟାଙ୍ଗ୍ ରାଜ୍ୟରେ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତ୍ରୀବତା ଥିଲା ୬.୫। ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୪୮ ଜଣ ଆହତ ହୋଇଛନ୍ତି। ଏହି ଭୂମିକମ୍ପରେ ଦକ୍ଷିଣ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ସୂତ୍ରରୁ ସୂଚନା ମିଳିଛି। ଚୀନର ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ପକ୍ଷରୁ ୨ ନମ୍ବର ଜରୁରୀକାଳୀନ ବିପଦ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ପିସାନରେ ସକାଳ ୯ଟା ୭ମିନିଟିରେ ମଧ୍ୟମ ଧରଣରେ ଭୂମିକମ୍ପ ଅନୁଭୂତ […]
ବେଜିଂ: ଚୀନର ଜିଂଜାୟାଙ୍ଗ୍ ରାଜ୍ୟରେ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତ୍ରୀବତା ଥିଲା ୬.୫। ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୪୮ ଜଣ ଆହତ ହୋଇଛନ୍ତି। ଏହି ଭୂମିକମ୍ପରେ ଦକ୍ଷିଣ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ସୂତ୍ରରୁ ସୂଚନା ମିଳିଛି। ଚୀନର ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ ପକ୍ଷରୁ ୨ ନମ୍ବର ଜରୁରୀକାଳୀନ ବିପଦ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ପିସାନରେ ସକାଳ ୯ଟା ୭ମିନିଟିରେ ମଧ୍ୟମ ଧରଣରେ ଭୂମିକମ୍ପ ଅନୁଭୂତ ହୋଇଥିଲା।