ଯେଉଁଠି ମନ୍ଦିରରେ ଚକୋଲେଟ ଭୋଗ ଲାଗେ

ମନ୍ଦିରରେ ଭଗବାନଙ୍କୁ , ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ବିଭିନ୍ନ ପ୍ରକାର ଫଳ ଓ ମିଠା ଆଦି ଭୋଗ ଲାଗାଯାଉଥିବା ଆପଣ ଶୁଣିଥିବେ। କିନ୍ତୁ ମନ୍ଦିରରେ ଚକୋଲେଟ ଭୋଗ ଲଗାଯିବାର କେବେ ଶୁଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏପରି ଏକ ମନ୍ଦିର ଅଛି।  ଯେଉଁଠି ଭଗବାନଙ୍କ ପାଖରେ ଚକୋଲେଟ ଭୋଗ ଲଗାଯାଇଥାଏ। ସେହି ମନ୍ଦିର ହେଉଛି କେରଳର  ଅଲେପେ ସହରରେ ଥିବା ଥକ୍କନେ ପଲ୍ଲାନୀ ବାଲସୁବ୍ରମନିୟମ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 10:46 PM IST

Sports

Latest News

ମନ୍ଦିରରେ ଭଗବାନଙ୍କୁ , ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ବିଭିନ୍ନ ପ୍ରକାର ଫଳ ଓ ମିଠା ଆଦି ଭୋଗ ଲାଗାଯାଉଥିବା ଆପଣ ଶୁଣିଥିବେ। କିନ୍ତୁ ମନ୍ଦିରରେ ଚକୋଲେଟ ଭୋଗ ଲଗାଯିବାର କେବେ ଶୁଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏପରି ଏକ ମନ୍ଦିର ଅଛି।  ଯେଉଁଠି ଭଗବାନଙ୍କ ପାଖରେ ଚକୋଲେଟ ଭୋଗ ଲଗାଯାଇଥାଏ।

ସେହି ମନ୍ଦିର ହେଉଛି କେରଳର  ଅଲେପେ ସହରରେ ଥିବା ଥକ୍କନେ ପଲ୍ଲାନୀ ବାଲସୁବ୍ରମନିୟମ ମନ୍ଦିର। ଏଠାରେ ଭଗବାନ ମୁରୁଗନ ପୂଜା ପାଆନ୍ତି। ଶ୍ରଦ୍ଧାଳୁମାନେ ଭଗବାନ ମୁରୁଗନଙ୍କ ପାଖରେ ଚକୋଲେଟ ଭୋଗ ଲଗାଇଥାନ୍ତି।

କୀମ୍ୱଦନ୍ତି ଅନୁସାରେ ଏଠାରେ ପ୍ରଥମେ ଛୋଟ ପିଲାମାନେ ଭଗବାନ ମୁରୁଗନଙ୍କୁ ଚକୋଲେଟ ଭୋଗ ଲଗାଉଥିଲେ। କିନ୍ତୁ ଧିରେ ଧିରେ ଏହା ପରମ୍ପରାରେ ପରିଣତ ହୋଇଛି । ପିଲାରୁ ବଡ ସମସ୍ତେ ଭଗବାନଙ୍କ ପାଖରେ ଚକୋଲେଟ ଭୋଗ କରୁଥିବା ଦେଖାଯାଉଛି। ମନ୍ଦିରରେ ଭଗବାନ ମୁରଗନ ବାଲ୍ୟ ରୂପରେ ମଞ୍ଚ ମୁରଗନ ନାମରେ ପୁଜା ପାଇଥାନ୍ତି । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ମୁରଗନ ସୁବ୍ରମନିୟମଙ୍କୁ ଭଗବାନ ଶିବ ପାର୍ବତୀଙ୍କ ସନ୍ତାନ ଶ୍ରୀକାର୍ତ୍ତିକେୟଙ୍କ ଅବତାର ବୋଲି କୁହାଯାଏ।

ଏଠାରେ ବିଭିନ୍ନ ସମୁଦାୟ ଏବଂ ଧର୍ମର ଶ୍ରଦ୍ଧାଳୁ ଭଗବାନଙ୍କ କୃପା ଲାଭ କରିବା ପାଇଁ ଚକୋଲେଟ ଭର୍ତ୍ତି ଡବା ଧରି ଭଗବାନଙ୍କ ପାଖକୁ ଆସନ୍ତି। ଭଗବାନଙ୍କ ପାଖରେ ଭୋଗ ଲଗାଇବା ପରେ ଚକୋଲେଟକୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ ।

ଭଗବାନ ମୁରଗନ ବାଲ୍ୟ ରୂପରେ ପୂଜା ପାଉଥିବାରୁ ଚକୋଲେଟ ତାଙ୍କର ପ୍ରିୟ ଭୋଗ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story