ଛୋଟା ସକିଲ ମୃତ, ଭାରତ ଆସିବାକୁ ପ୍ରସ୍ତୁତ ହେଉଛି ଦାଉଦ୍‌ !

ନୂଆଦିଲ୍ଲୀ: ବାବୁ ମିଆଁ ଶେଖ୍‌ ଓରଫ ଛୋଟା ସକିଲ ମୃତ୍ୟୁ ଘଟିଛି। ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି କୁହାଯାଉଥିବା ଏହି କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି, ନିକଟରେ ଏକ ଅଡିଓ ଟେପ୍‌ ହସ୍ତଗତ ହୋଇଛି ଯେଉଁଥିରେ ସକିଲ ଗୋଷ୍ଠୀର ସଦସ୍ୟ ବିଲାଲ ଓ ମୁମ୍ବାଇରେ ରହୁଥିବା ସକିଲଙ୍କ ସମ୍ପର୍ୟକୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ ହୋଇଛି। ଏହି ଅଡିଓ ଟେପ୍‌ରେ ରହିଥିବା ବାର୍ତ୍ତାଳାପ ସମ୍ପର୍କରେ କୌଣସି ଅଧିକ ତଥ୍ୟ ହସ୍ତଗତ […]

5b25ffff3400d2eb02ab25ed49bcedfa_600_375_600_375

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 04:12 PM IST

Sports

Latest News

ନୂଆଦିଲ୍ଲୀ: ବାବୁ ମିଆଁ ଶେଖ୍‌ ଓରଫ ଛୋଟା ସକିଲ ମୃତ୍ୟୁ ଘଟିଛି। ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି କୁହାଯାଉଥିବା ଏହି କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି, ନିକଟରେ ଏକ ଅଡିଓ ଟେପ୍‌ ହସ୍ତଗତ ହୋଇଛି ଯେଉଁଥିରେ ସକିଲ ଗୋଷ୍ଠୀର ସଦସ୍ୟ ବିଲାଲ ଓ ମୁମ୍ବାଇରେ ରହୁଥିବା ସକିଲଙ୍କ ସମ୍ପର୍ୟକୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ ହୋଇଛି। ଏହି ଅଡିଓ ଟେପ୍‌ରେ ରହିଥିବା ବାର୍ତ୍ତାଳାପ ସମ୍ପର୍କରେ କୌଣସି ଅଧିକ ତଥ୍ୟ ହସ୍ତଗତ ହୋଇ ନ ଥିବା ବେଳେ ଏହାର ସତ୍ୟତା କେତେ ସେ ନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କିଛି କୁହାଯାଇନି।

ଖବର ଅନୁଯାୟୀ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହୀମ୍‌ଙ୍କ ଖାସ୍ ସହଯୋଗୀ ବୋଲାଉଥିବା ଛୋଟା ସକିଲର ଚଳିତ ବର୍ଷ ପ୍ରଥମାର୍ଦ୍ଧରୁ ହିଁ ପରଲୋକ ହୋଇସାରିଛି  ବୋଲି ଦାବି କରାଯାଉଛି। ଏପରିକି ଦାଉଦ୍ ମଧ୍ୟ ଖୁବ୍‌ଶୀଘ୍ର ଭାରତ ଫେରୁଛି ବୋଲି କୁହାଯାଉଛି।

ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସୁରକ୍ଷା ସହ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ସହ ଯୋଗାଯୋଗ କରାଯିବାରୁ ସେମାନେ ଏହି ଘଟଣାର ସତ୍ୟତା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ଅଣ୍ଡରୱାର୍ଲ୍ଡ ସହ ଜଡିତ ବ୍ୟକ୍ତିମାନଙ୍କ କହିବା ଅନୁୟାୟୀ ୫୭ ବର୍ଷିୟ ସକିଲଙ୍କ ମୃତ୍ୟୁ ଜାନୁୟାରୀ ୬ ତାରିଖରେ ଇସ୍‌ଲାମାବାଦ୍‌ରେ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story