ମୋଷ୍ଟ ୱାଣ୍ଟେଣ୍ଡ ଅାତଙ୍କବାଦୀ ହାଫିଜ୍ ନାଁରେ ଚାର୍ଜସିଟ୍

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଣ୍ଡ ଅାତଙ୍କବାଦୀ ହାଫିଜ୍ ସୟଦ ନାଁରେ ଦାଖଲ ହୋଇଛି ଚାର୍ଜସିଟ୍। ଅାତଙ୍କବାଦକୁ ବଢ଼ାଇବା ଏବଂ ଭାରତରେ ଅାତଙ୍କୀ ଗତିବିଧିରେ ସିଧା ହାତ ଥିବା ଦର୍ଶାଇ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍ଅାଇଏ।  ଏହାସହ ହିଜ୍‌ବୁଲ ମୁଜାହିଦ୍ଦିନ୍ ମୁଖ୍ୟ ସୟଦ୍ ସଲ୍ଲାଉଦ୍ଦିନ୍, ହୁରିଅତ ନେତା ସୟଦ ଶାହ ଗିଲାନିଙ୍କ ଜ୍ୱାଇ ଅାତିଫ୍ ଅହମ୍ମଦ ସହ ୧୧ ଜଣଙ୍କ ନାଁ ଚାର୍ଜସିଟ୍‌ ରହିଛି । ଦେଶରେ ଟେରର୍ ଫଣ୍ଡ ମାମଲାର ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା […]

saeed-1

saeed-1

Rakesh Mallick
  • Published: Friday, 19 January 2018
  • Updated: 19 January 2018, 03:08 PM IST

Sports

Latest News

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଣ୍ଡ ଅାତଙ୍କବାଦୀ ହାଫିଜ୍ ସୟଦ ନାଁରେ ଦାଖଲ ହୋଇଛି ଚାର୍ଜସିଟ୍। ଅାତଙ୍କବାଦକୁ ବଢ଼ାଇବା ଏବଂ ଭାରତରେ ଅାତଙ୍କୀ ଗତିବିଧିରେ ସିଧା ହାତ ଥିବା ଦର୍ଶାଇ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍ଅାଇଏ।  ଏହାସହ ହିଜ୍‌ବୁଲ ମୁଜାହିଦ୍ଦିନ୍ ମୁଖ୍ୟ ସୟଦ୍ ସଲ୍ଲାଉଦ୍ଦିନ୍, ହୁରିଅତ ନେତା ସୟଦ ଶାହ ଗିଲାନିଙ୍କ ଜ୍ୱାଇ ଅାତିଫ୍ ଅହମ୍ମଦ ସହ ୧୧ ଜଣଙ୍କ ନାଁ ଚାର୍ଜସିଟ୍‌ ରହିଛି । ଦେଶରେ ଟେରର୍ ଫଣ୍ଡ ମାମଲାର ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଅାଇଏ।

ତେବେ ଉପତ୍ୟକାରେ ଟେରର ଫଣ୍ଡିଂ ମାମଲାରେ ସଂପୃକ୍ତ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ଅାସନ୍ତା ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ପଟ୍ଟିଅାଲା ହାଉସ୍ କୋର୍ଟ । ଗତବର୍ଷ ଜୁଲାଇ ମାସରେ ଜାମ୍ମୁ ଓ କାଶ୍ମୀରର ୬୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଥିଲା ଏନ୍ଅାଇଏ । ଅାତଙ୍କବାଦୀ ଏବଂ ଅାତଙ୍କୀ ସଂଗଠନକୁ ଟଙ୍କା ନେଣଦେଣ ହୋଇଥିବା ନେଇ ପ୍ରମାଣ ପାଇଥିଲା ସଂସ୍ଥା।  ୩ ଶହରୁ ଅଧିକ ଲୋକଙ୍କ ତଥ୍ୟ ଏବଂ ପ୍ରମାଣ ଅାଧାରକୁ ସଂଗ୍ରହ ପରେ ଏହି ଚାର୍ଜଫ୍ରେମ କରିଛି ଏନ୍ଅାଇଏ । କାଶ୍ମୀରରେ ରହି କିିଛି ହୁରିଅତ ନେତା ପାକିସ୍ତାନକୁ ଟଙ୍କାପଠାଉଥିବାର ଠୋସ୍ ପ୍ରମାଣ ଏନ୍ଅାଇଏ ହାତରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story