ଜେଲରେ ମିଳୁଛି ବାସି ଖାଦ୍ୟ ଓ ଦୁର୍ବ୍ୟବହାର : ମିଶେଲ

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ବିଟ୍ରିଶ ନାଗରିକ ଖ୍ରୀଷ୍ଟିୟାନ ମିଶେଲ ତାଙ୍କ ଜେଲ ରହଣି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି କୋର୍ଟରେ ତାଙ୍କୁ ହାଜର କରାଯିବା ବେଳେ ସେ ତାଙ୍କୁ ବାସି ଖାଦ୍ୟ ଦିଆଯିବା ସହିତ ତାଙ୍କ ପ୍ରତି ଜେଲର କର୍ମଚାରୀ ଖରାପ ବ୍ୟବହାର ଦେଖାଉଥିବା କହିଥିଲେ। ଚିଡ଼ିଆଖାନାରେ ଯେମିତି ମାଙ୍କଡ଼ ମାନଙ୍କୁ ରଖାଯାଏ ତାଙ୍କୁ ଜେଲ ଭିତରେ ସେହିଭଳି ରଖାଯାଇଛି। ଜେଲ କୋଠରୀ ମଧ୍ୟରେ ତାଙ୍କ ସହ ଜଣେ […]

Christian Michel

Christian Michel

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 04:19 PM IST

Sports

Latest News

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ବିଟ୍ରିଶ ନାଗରିକ ଖ୍ରୀଷ୍ଟିୟାନ ମିଶେଲ ତାଙ୍କ ଜେଲ ରହଣି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି କୋର୍ଟରେ ତାଙ୍କୁ ହାଜର କରାଯିବା ବେଳେ ସେ ତାଙ୍କୁ ବାସି ଖାଦ୍ୟ ଦିଆଯିବା ସହିତ ତାଙ୍କ ପ୍ରତି ଜେଲର କର୍ମଚାରୀ ଖରାପ ବ୍ୟବହାର ଦେଖାଉଥିବା କହିଥିଲେ। ଚିଡ଼ିଆଖାନାରେ ଯେମିତି ମାଙ୍କଡ଼ ମାନଙ୍କୁ ରଖାଯାଏ ତାଙ୍କୁ ଜେଲ ଭିତରେ ସେହିଭଳି ରଖାଯାଇଛି। ଜେଲ କୋଠରୀ ମଧ୍ୟରେ ତାଙ୍କ ସହ ଜଣେ ହତ୍ୟା ଆସାମୀ ରହୁଛନ୍ତି ଯିଏ କି ଜଣେ ଗଞ୍ଜୋଡ଼।
 
ତାଙ୍କୁ ବାସି ଖାଦ୍ୟ ଖାଇବାକୁ ଦିଆଯାଉଥିବାରୁ ତାଙ୍କର ଓଜନ ୧୬ କିଲୋ ହ୍ରାସ ହୋଇଯାଇଥିବା ସେ କହିଛନ୍ତି। ଖ୍ରୀଷ୍ଟିୟାନ ମିଶେଲଙ୍କ ଅଭିଯୋଗ ଶୁଣିବା ପରେ ସିବିଆଇ କୋର୍ଟର ଅତିରିକ୍ତ ଜଜ ଅରବିନ୍ଦ କୁମାର ତିହାର ଜେଲରଙ୍କୁ ପକ୍ଷ ରଖିବାକୁ ସମନ କରିଛନ୍ତି।
 
ଖ୍ରୀଷ୍ଟିୟାନ ମିଶେଲ ଅଗୁଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଘୋଟାଲା ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ୨୦୦୪ ମସିହାରେ ୟୁପିଏ ସରକାର ଅମଳରେ ଇଟାଲିର ଅଗୁଷ୍ଟା ହେଲିକପ୍ଟର କିଣା ଡିଲ ପାଇଁ ମଧ୍ୟସ୍ଥି ସାଜିଥିଲେ। ଅଗୁଷ୍ଟା କିଣାବିକା ବେଳେ ବାୟୁସେନା ଅଧିକାରୀ, ନେତା ଏବଂ ଆଇଏଏସ ଅଫିସରଙ୍କୁ ମିଶେଲ ଲାଞ୍ଚ ଦେଇଥିବାର ପ୍ରମାଣ ସିବିଆଇ ପାଇଥିଲା। ଏହାପରେ ମିଶେଲଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story