ସିଏଏ ପାଇଁ ୟୁପିରେ ଚିହ୍ନଟ ହୋଇଛନ୍ତି ୩୨ ହଜାର

ନୂଆଦିଲ୍ଲୀ: ନୂଆ ନାଗରିକତା ଆଇନ ଅନୁଯାୟୀ ନାଗରିକତା ପ୍ରଦାନ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ ହଜାର ଜଣ ଲୋକଙ୍କୁ ନାଗରିକତା ଦେବା ପାଇଁ ଚିହ୍ନଟ ସରିଛି। ରାଜ୍ୟର ୨୧ଟି ଜିଲ୍ଲାରେ ଏହି ଚିହ୍ନଟ କରାଯାଇଛି। କିନ୍ତୁ କେଉଁ ପ୍ରକ୍ରିୟାରେ ଚିହ୍ନଟ କରାଯାଇଛି ତାହା ଏଯାଏ ଜଣାପଡ଼ିନାହିଁ। ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଗତ ୩ ଦିନ ତଳେ ଗେଜେଟ୍‌ ନୋଟିଫିକେସନ୍‌ ଜରିଆରେ ଲାଗୁ କରାଯାଇଛି। କିନ୍ତୁ […]

up

up

Subrat Kumar Nayak
  • Published: Monday, 13 January 2020
  • Updated: 13 January 2020, 04:02 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ନାଗରିକତା ଆଇନ ଅନୁଯାୟୀ ନାଗରିକତା ପ୍ରଦାନ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ ହଜାର ଜଣ ଲୋକଙ୍କୁ ନାଗରିକତା ଦେବା ପାଇଁ ଚିହ୍ନଟ ସରିଛି। ରାଜ୍ୟର ୨୧ଟି ଜିଲ୍ଲାରେ ଏହି ଚିହ୍ନଟ କରାଯାଇଛି।

କିନ୍ତୁ କେଉଁ ପ୍ରକ୍ରିୟାରେ ଚିହ୍ନଟ କରାଯାଇଛି ତାହା ଏଯାଏ ଜଣାପଡ଼ିନାହିଁ। ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଗତ ୩ ଦିନ ତଳେ ଗେଜେଟ୍‌ ନୋଟିଫିକେସନ୍‌ ଜରିଆରେ ଲାଗୁ କରାଯାଇଛି। କିନ୍ତୁ ଏଯାଏ ରୁଲ୍‌ ଫ୍ରେମ୍‌ ହୋଇନି।

ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି, ଆମେ ଏତେ ଜଲଦିରେ ନାହୁଁ। ଆମେ କେବଳ ଆରମ୍ଭ କରିଛୁ। ଏ ଆଇନ ନେଇ ବିଜ୍ଞପ୍ତି ଜାରିହେବା ସହ ଆମକୁ ଆଗକୁ ବଢ଼ିବାର ଅଛି। ସେ କହିଛନ୍ତି, ଏହି ପ୍ରକ୍ରିୟା ଚାଲୁ ରହିବ ଏବଂ ଅମା ବଦଳୁଥିବା ସଂଖ୍ୟା ବାବଦରେ ଜଣାଇବୁ। ସବୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସର୍ଭେ କରି ତାଲିକା ଅପଡେଟ୍‌ କରିବାକୁ କୁହାଯାଇଛି।

ଉତ୍ତରାଖଣ୍ଡ ଓ ନେପାଳ ସୀମବର୍ତ୍ତୀ ପିଲଭିଟ୍‌ରୁ ଏଭଳି କିଛି ଶରଣାର୍ଥୀ ଚିହ୍ନଟ କରାଯାଇଛି। ଏହା ରାଜଧାନୀ ଲକ୍ଷ୍ନୌଠାରୁ ୨୬୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଜିଲ୍ଲାରେ ଚିହ୍ନଟ ବାବଦରେ ଜିଲ୍ଲା ପ୍ରଶାସନ ସହ କାମ କରୁଥିବା ଜଣେ ଅଧିକାରୀ ବୈଭବ ଶ୍ରୀବାସ୍ତବ କହିଛନ୍ତି, ପ୍ରାଥମିକ ସର୍ଭେ ଅନୁଯାୟୀ ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ୩୭ ହଜାର ଶରଣାର୍ଥୀଙ୍କୁ ପ୍ରାଥମିକ ଚିହ୍ନଟ ପ୍ରକ୍ରିୟାରେ ସାମିଲ କରାଯାଇଛି। ଏହି ବାବଦରେ ଏକ ତାଲିକା ସରକାରଙ୍କୁ ଦିଆଯାଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏମାନେ ଧର୍ମଭିତ୍ତିରେ ନିର୍ଯାତନାର ଶିକାର ହୋଇ ପିଲଭିଟ୍‌ ଆସିଥିଲେ।

ପିଲଭିଟ୍‌ରେ ବସବାସ କରୁଥିବା କାଳିବାଦ୍‌ ହାଲଦାର କହିଛନ୍ତି, “ମୁଁ ଖୁସି ଯେ ସରକାର ଆମ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିଛନ୍ତି। ମୋ ଭଳି ଲୋକଙ୍କୁ ଏହା ଆଶା ଦେଇଛି।” ସେ ୧୯୬୦ ମସିହାରେ ପୂର୍ବ ପାକିସ୍ତାନରୁ ଚାଲିଆସିଥିଲେ। ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଘୁରି ବୁଲିବା ପରେ ପିଲଭିଟ୍‌ରେ ତାଙ୍କ ପରିବାର ରହୁଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ମଧ୍ୟ ସିଏଏ ବିରୋଧୀ ହିଂସା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story