ସୁରକ୍ଷାକର୍ମୀଙ୍କ ଗାଡ଼ିଯିବା ବେଳେ ଅନ୍ୟାନ୍ୟ ଯାନବାହନ ଉପରେ ରୋକ

ଜମ୍ମୁ: ସାଧାରଣ ନିର୍ବାଚନ ବେଳେ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ କଶ୍ମୀରରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଜାତୀୟ ରାଜପଥରେ ସପ୍ତାହକୁ ଦୁଇ ଦିନ କେବଳ ସେନାର ଗାଡ଼ି ଯିବ, ସେହି ସମୟରେ ଅନ୍ଯାନ୍ଯ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇଛି। ଯଦି ସେଭଳି କିଛି ସ୍ଥିତି ଉପୁଜେ ତାହେଲେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ମିଳିତ ଭାବରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗାଇଡଲାଇନ ଜାରି ହୋଇଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଓ […]

CRPF TRUCK

CRPF TRUCK

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 10:15 AM IST

Sports

Latest News

ଜମ୍ମୁ: ସାଧାରଣ ନିର୍ବାଚନ ବେଳେ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ କଶ୍ମୀରରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଜାତୀୟ ରାଜପଥରେ ସପ୍ତାହକୁ ଦୁଇ ଦିନ କେବଳ ସେନାର ଗାଡ଼ି ଯିବ, ସେହି ସମୟରେ ଅନ୍ଯାନ୍ଯ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇଛି। ଯଦି ସେଭଳି କିଛି ସ୍ଥିତି ଉପୁଜେ ତାହେଲେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ମିଳିତ ଭାବରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗାଇଡଲାଇନ ଜାରି ହୋଇଛି।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଓ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରତି ସପ୍ତାହରେ ବୁଧବାର ଏବଂ ରବିବାର ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଯିବ। ୩୧ ମାର୍ଚ୍ଚ ୨୦୧୯ ତାରିଖ ପର୍ଯ୍ଯନ୍ତ ଏହି ନିୟମ ରହିଛି।

ବାରମୁଳାରୁ ଶ୍ରୀନଗର ଏବଂ କାଜିଗୁଣ୍ଡପୁ ବନିହାଲ, ରାମବନ ଏବଂ ଉଧମପୁର ପର୍ୟ୍ୟଇନ୍ତ ଏହି ନିୟମ ପାଳନ କରାଯିବ। ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମନ ଆଦେଶ ଦେଇଥିଲେ। ଯେଉଁଥିଲେ ସୁରକ୍ଷାକର୍ମୀଙ୍କ ଗାଡ଼ି ଯିବାବେଳେ ସମସ୍ତ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିବ।

ସୂଚନାଯୋଗ୍ୟ ଫେବୃଆରୀ ୧୪ରେ ପୁଲୱାମାରେ ସିଆରପିଏଫ ଗାଡ଼ିରେ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ହୋଇଥିଲା। ଏଥିରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ମାର୍ଚ୍ଚ ୩୦ ତାରିଖରେ ମଧ୍ୟ ସମାନ ରଣନୀତି ଆତଙ୍କବାଦୀଙ୍କ ଦ୍ବାରା ଆପଣାଯାଇଥିଲା। ଯେଉଁଥିରେ ଆହତ ହୋଇଥିଲେ ସୁରକ୍ଷାକର୍ମୀ।

ଦେଶରେ ନିର୍ବାଚନ ଥିବାବେଳେ ବିଭିନ୍ନସ୍ଥାନକୁ ସୁରକ୍ଷାକର୍ମୀ ଯାଉଛନ୍ତି। ଏହି ସମୟରେ ଆତଙ୍କବାଦୀ କୌଣସି ବଡ଼ ଦୁର୍ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ମିଳିଛି। ସେହିପରି ଜମ୍ମୁ ସୀମାରେ ବାରମ୍ବାର ଆତଙ୍କବାଦୀ ଅନୁପ୍ରବେଶ କରୁଥିବାବେଳେ ଆକଶ ମାର୍ଗରେ ମଧ୍ୟ ପାକିସ୍ତାନ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story