ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହାର ଉଲ୍ଲଙ୍ଘନ କରୁଥିବା ନେତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଧର୍ମ, ଜାତି ଆଧାରରେ କେହି ଭୋଟ ଭିକ୍ଷା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ, ସେଭଳି ପଦକ୍ଷେପ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇ ନଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ତେଣୁ ଆସନ୍ତାକାଲି ସୁଦ୍ଧା କୋର୍ଟରେ ହାଜର ହୋଇ ଇସିଙ୍କୁ […]

Banner-for-election-commission-case-updates

Subhransu Sekhar
  • Published: Monday, 15 April 2019
  • Updated: 15 April 2019, 03:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହାର ଉଲ୍ଲଙ୍ଘନ କରୁଥିବା ନେତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଧର୍ମ, ଜାତି ଆଧାରରେ କେହି ଭୋଟ ଭିକ୍ଷା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ, ସେଭଳି ପଦକ୍ଷେପ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇ ନଥିବା ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ତେଣୁ ଆସନ୍ତାକାଲି ସୁଦ୍ଧା କୋର୍ଟରେ ହାଜର ହୋଇ ଇସିଙ୍କୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ।
 
ନିକଟରେ ବିଏସପି ସୁପ୍ରିମୋ ମାୟାବତୀ ମୁସଲିମ ଓ ଦଳିତ ଭୋଟରଙ୍କୁ ବିଜେପି ଓ କଂଗ୍ରେସକୁ ଭୋଟ ନ ଦେବାକୁ ପଶ୍ଚିମ ୟୁପିର ଏକ ରାଲିରେ ଉଦବୋଧନ ଦେଇ କହିଥିଲେ। ଏହାପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ରାଲିରେ ମାୟାବତୀଙ୍କୁ କାଉଣ୍ଟର କରି କହିଥିଲେ 'ତାଙ୍କର ଅଲ୍ଲୀ ଅଛନ୍ତି ତ ଆମର ବଜରଙ୍ଗବାଲୀ' ଅଛନ୍ତି।
 
ଏହି ଦୁଇ ବିବାଦୀୟ ମନ୍ତବ୍ୟକୁ ଇସି ବିଚାରକୁ ନେଇ ଉଭୟ ମାୟାବତୀ ଏବଂ ଯୋଗୀଙ୍କୁ ନୋଟିସ କରିଥିଲେ। ଆଗାମୀ ଦିନରେ ଏଭଳି ମନ୍ତବ୍ୟ ଦେବେ ନାହିଁ ବୋଲି ଯୋଗୀ କହିଥିବା ବେଳେ ଇସିଙ୍କ ନିକଟରେ ମାୟାବତୀ କ'ଣ ଜବାବ ରଖିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story