ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ଜଣେ ନିମ୍ନ କୋର୍ଟର ପୂର୍ବତନ ମହିଳା କର୍ମଚାରୀ। ୩୫ ବର୍ଷୀୟ ମହିଳା ଜଣଙ୍କ ଏ ନେଇ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ନିଜର ଅଭିଯୋଗ ଆଣିଛନ୍ତି। ତେବେ ମହିଳା ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖଣ୍ଡନ କରିଛନ୍ତି ପ୍ରଧାନ ବିଚାରପତି। ମହିଳାଙ୍କ ବିରୋଧରେ ଗୋଟିଏ ବଡ଼ ଗୋଷ୍ଠୀ କାମ କରୁଛି, ଏହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ […]

CHIEF JUSTICE GOGOI

CHIEF JUSTICE GOGOI

Subhransu Sekhar
  • Published: Saturday, 20 April 2019
  • Updated: 20 April 2019, 01:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ଜଣେ ନିମ୍ନ କୋର୍ଟର ପୂର୍ବତନ ମହିଳା କର୍ମଚାରୀ। ୩୫ ବର୍ଷୀୟ ମହିଳା ଜଣଙ୍କ ଏ ନେଇ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ନିଜର ଅଭିଯୋଗ ଆଣିଛନ୍ତି।

ତେବେ ମହିଳା ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖଣ୍ଡନ କରିଛନ୍ତି ପ୍ରଧାନ ବିଚାରପତି। ମହିଳାଙ୍କ ବିରୋଧରେ ଗୋଟିଏ ବଡ଼ ଗୋଷ୍ଠୀ କାମ କରୁଛି, ଏହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି। ଆଗାମୀ ସପ୍ତାହରେ ବହୁ ଗୁରୁତ୍ୱ ପୂର୍ଣ୍ଣ ମାମଲାର ଶୁଣାଣି ରହିଛି ତେଣୁ ଏଭଳି ଅଭିଯୋଗ ଆଣି ମୋତେ ମାନିସକ ଚାପଗ୍ରସ୍ତ କରିବାକୁ ଚେଷ୍ଟା କରାଯାଉଥିବା ଜଷ୍ଚିସ ଗୋଗୋଇ କହିଛନ୍ତି।

ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ନିଜର ଅଭିଯୋଗ ଆଣିଛନ୍ତି। ଏ ନେଇ ଜାତୀୟ ନ୍ୟୁଜ୍ ୱେବ ପୋର୍ଟାଲରେ ଆଜି ଖବର ପ୍ରକାଶ ପାଇଛି। ଏହାପରେ ନିଜେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ସଞ୍ଜୀଭ ଖାନ୍ନା ମାମଲାର ଶୁଣାଣି କରି କରିଛନ୍ତି ସର୍ବସାଧାରଣଙ୍କ ଗୁରୁତ୍ୱକୁ ନଜରରେ ରଖି ଏହି ମାମଲାର ଶୁଣାଣି ହେବ। ପ୍ରଥମେ ଯେଉଁ ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶ ପାଇଛି ସେହି ଗଣମାଧ୍ୟମକୁ ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶୁଣାଣି କରି କହିଛନ୍ତି ଦୀର୍ଘ ୨୦ ବର୍ଷ ହେବ ନିସ୍ଵାର୍ଥପର ଭାବରେ ସେ ନ୍ୟାୟପାଳିକା ଭାବେ କାମ କରୁଛନ୍ତି। ୬ ଲକ୍ଷ ୮୦ ହଜାର ଟଙ୍କାର ମୋଟ ବ୍ୟାଙ୍କ ବାଲାନ୍ସ ତାଙ୍କ ପାଖରେ ରହିଥିବା ବେଳେ ୪୦ ଲକ୍ଷ ଟଙ୍କା ପ୍ରୋଭିଡେଣ୍ଟ ଫଣ୍ଡରେ ରହିଛି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story