ପର୍ଯ୍ୟାପ୍ତ ବିଚାରପତି ନଥିବାରୁ ଓକିଲଙ୍କ ଉପରେ କ୍ଷୁବ୍ଧ ହେଲେ ସିଜେଆଇ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓକିଲମାନେ ଏକାଧିକ ମାମଲାର ଜରୁରୀ ଶୁଣାଣି କରିବାକୁ ବାରମ୍ବାର ଅନୁରୋଧ କରିବାରୁ ପ୍ରଧାନ ବିଚାରପତି(ସଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓକିଲଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ସୁପ୍ରିମକୋର୍ଟରେ ଆବଶ୍ୟକ ସଂଖ୍ୟାରେ ବିଚାରପତି ନଥିବା ବେଳେ ଏତେସବୁ ମାମଲାର ଜରୁରୀ ଶୁଣାଣି ପାଇଁ କାହିଁକି ଆବେଦନ କରାଯାଉଛି ବୋଲି ଜଷ୍ଟିସ୍‌ ଗୋଗୋଇ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ବର୍ତ୍ତମାନ ଲକ୍ଷାଧିକ ମାମଲା ଶୁଣାଣି ହେବା ଅପେକ୍ଷାରେ ରହିଛି। କିନ୍ତୁ ମାମଲା ଅନୁସାରେ ଆବଶ୍ୟକ ସଂଖ୍ୟକ ବିଚାରପତି ସୁପ୍ରିମକୋର୍ଟରେ […]

sq

sq

Hemant Lenka
  • Published: Friday, 29 March 2019
  • Updated: 29 March 2019, 05:15 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓକିଲମାନେ ଏକାଧିକ ମାମଲାର ଜରୁରୀ ଶୁଣାଣି କରିବାକୁ ବାରମ୍ବାର ଅନୁରୋଧ କରିବାରୁ ପ୍ରଧାନ ବିଚାରପତି(ସଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓକିଲଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

ସୁପ୍ରିମକୋର୍ଟରେ ଆବଶ୍ୟକ ସଂଖ୍ୟାରେ ବିଚାରପତି ନଥିବା ବେଳେ ଏତେସବୁ ମାମଲାର ଜରୁରୀ ଶୁଣାଣି ପାଇଁ କାହିଁକି ଆବେଦନ କରାଯାଉଛି ବୋଲି ଜଷ୍ଟିସ୍‌ ଗୋଗୋଇ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ବର୍ତ୍ତମାନ ଲକ୍ଷାଧିକ ମାମଲା ଶୁଣାଣି ହେବା ଅପେକ୍ଷାରେ ରହିଛି। କିନ୍ତୁ ମାମଲା ଅନୁସାରେ ଆବଶ୍ୟକ ସଂଖ୍ୟକ ବିଚାରପତି ସୁପ୍ରିମକୋର୍ଟରେ ନଥିବା କଥା ବାରମ୍ବାର ସାମ୍ନାକୁ ଆସିଛି।

ଆଜି ଓକିଲମାନେ ଏକାଧିକ ମାମଲାର ଜରୁରୀ ଶୁଣାଣି କରିବାକୁ ସିଜେଆଇ ଜଷ୍ଟିସ୍‌ ଗୋଗୋଇଙ୍କୁ କହିଥିଲେ। ଏହି ସମୟରେ ଜଷ୍ଟିସ୍‌ ଗୋଗୋଇ ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ “ ପେଣ୍ଡିଂ ମାମଲାର ଶୁଣାଣି ପାଇଁ ଏଠାରେ ଆବଶ୍ୟକ ସଂଖ୍ୟକ ବିଚାରପତି ନାହାନ୍ତି। ତଥାପି ଆପଣମାନେ ସବୁ ମାମଲାର ଜରୁରୀ ଶୁଣାଣି କରିବାକୁ ଆବେଦନ କରୁଛନ୍ତି।

ଯଦି କାହାକୁ ଫାଶୀ କିମ୍ବା ଆଜୀବନ ଜେଲଦଣ୍ଡ ହେଉଛି, ତା’ହେଲେ ଯାଇ ସେହି ମାମଲା ଗୁଡ଼ିକର ଜରୁରୀ ଶୁଣାଣି କରାଯାଇପାରିବ। ମୁଁ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମେ କୌଣସି କମ୍‌ ଗୁରୁତ୍ୱ ବହନ କରୁଥିବା ମାମଲାର ଜରୁରୀ ଶୁଣାଣି କରିପାରିବୁ ନାହିଁ। ବର୍ତ୍ତମାନ ୫୦୦ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ ହୋଇଛି। ହେଲେ ଏଥିପାଇଁ ବିଚାରପତି କାହାନ୍ତି?

ବିଚାରପତି ନଥିବା ସତ୍ତ୍ୱେ ଆପଣମାନେ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରି ଚାଲିଛନ୍ତି। କେବଳ ସୁପ୍ରିମକୋର୍ଟ ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ହାଇକୋର୍ଟରେ ମଧ୍ୟ ଲକ୍ଷ ଲକ୍ଷ ମାମଲା ପେଣ୍ଡିଂ ହୋଇ ରହିଛି।”

ଗତବର୍ଷ ପୂର୍ବତନ ସିଜେଆଇ ଜଷ୍ଟିସ୍‌ ଦୀପକ ମିଶ୍ର ମଧ୍ୟ ଆବଶ୍ୟକ ବିଚାରପତିଙ୍କ ଅଭାବ ଥିବା ଦର୍ଶାଇ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି ରହିଛନ୍ତି। ଏଠାରେ ୩୧ଟି ବିଚାରପତି ପଦବୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story