ବନ୍ଦେ ମାତରମ୍‌ କହିବାକୁ ମନା କରିବାରୁ ଶିକ୍ଷକଙ୍କୁ ପିଟିଲେ ଲୋକେ

କଟିହାର: ବିହାରର କଟିହାରର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବନ୍ଦେ ମାତରମ୍‌ କହିବାକୁ ମନା କରି ହଟହଟା ହୋଇଥିବା ଜଣାଯାଇଛି। ଅଫଜଲ୍‌ ହୁସେନ୍‌ ନାମକ ଏହି ଶିକ୍ଷକ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ ହେବା ସମୟରେ ବନ୍ଦେ ମାତରମ୍‌ କହିବାକୁ ମନା କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ସେ ହାତାହାତି ହୋଇଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ‘ବନ୍ଦେ ମାତରମ୍‌’ କହିବା ତାଙ୍କର ଧାର୍ମିକ ବିଶ୍ୱାସର ପରିପନ୍ଥୀ ହୋଇଥିବାରୁ ସେ ଏହା […]

clash

clash

Subrat Kumar Nayak
  • Published: Thursday, 07 February 2019
  • Updated: 07 February 2019, 08:27 AM IST

Sports

Latest News

କଟିହାର: ବିହାରର କଟିହାରର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବନ୍ଦେ ମାତରମ୍‌ କହିବାକୁ ମନା କରି ହଟହଟା ହୋଇଥିବା ଜଣାଯାଇଛି। ଅଫଜଲ୍‌ ହୁସେନ୍‌ ନାମକ ଏହି ଶିକ୍ଷକ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ ହେବା ସମୟରେ ବନ୍ଦେ ମାତରମ୍‌ କହିବାକୁ ମନା କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ସେ ହାତାହାତି ହୋଇଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

‘ବନ୍ଦେ ମାତରମ୍‌’ କହିବା ତାଙ୍କର ଧାର୍ମିକ ବିଶ୍ୱାସର ପରିପନ୍ଥୀ ହୋଇଥିବାରୁ ସେ ଏହା ଉଚ୍ଚାରଣ କରିବେନି ବୋଲି କହିଥିଲେ।

କିନ୍ତୁ ଜିଲ୍ଲାଶିକ୍ଷା ଅଧିକାରୀ କହିଛନ୍ତି ଏନେଇ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ସୂଚନା ମିଳିଥିଲେ ନିଶ୍ଚୟ ତଦନ୍ତ କରିବୁ। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମଧ୍ୟ ଅଭିଯୋଗ ଆସିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos