ଉତ୍ତରଖଣ୍ଡରେ ବାଦଲଫଟା ବର୍ଷା, ୧୪ ମୃତଦେହ ଉଦ୍ଧାର,୩୯ ନିଖୋଜ

ଡେରାଡୁନ୍‌: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭୂସ୍ଖଳନ ଫଳରେ ମାଟିତଳେ ପୋତି ହୋଇଥିବା ୧୪ଟି ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଚାମୋଲି ଓ ପିଥୋରାଗଡ ଜିଲ୍ଲାର ୬ଟି ଗାଁରେ ଭୂସ୍ଖଳନ ଘଟି ୩୯ ଜଣ ଗ୍ରାମବାସ ନିଖୋଜ ଥିଲେ। ଏବେ ୩୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର […]

uttarakhand-cloudburst

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 12:01 PM IST

ଡେରାଡୁନ୍‌: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭୂସ୍ଖଳନ ଫଳରେ ମାଟିତଳେ ପୋତି ହୋଇଥିବା ୧୪ଟି ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଚାମୋଲି ଓ ପିଥୋରାଗଡ ଜିଲ୍ଲାର ୬ଟି ଗାଁରେ ଭୂସ୍ଖଳନ ଘଟି ୩୯ ଜଣ ଗ୍ରାମବାସ ନିଖୋଜ ଥିଲେ। ଏବେ ୩୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଏହି ଗାଁରେ ଥିବା ୬୦ଟି ଘର ବନ୍ୟାଜଳରେ ଭାସିଯାଇଥିବାବଳେ ୨୦୦ରୁ ଅଧିକ ଗୋରୁଗାଈ ମୃତ୍ୟୁମୁଖରେ ପଡିଛନ୍ତି।

Related story