ଏନଡିଏ ବୈଠକରେ ସ୍ଥିର ହେବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ

ପାଟନା: ଆଜି ବିହାର ଏନଡିଏର ବୈଠକ ବସିବ। ଏହି ବୈଠକରେ ମେଣ୍ଟ ସ୍ଥିର କରିବ ମୁଖ୍ୟମନ୍ତ୍ରୀ କିଏ ହେବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ନିଜ ଦଳର ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ପରେ ଏହା କହିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିଥିଲେ। ସେ କହିଥିଲେ, ଏନଡିଏକୁ ଜନାଦେଶ ମିଳିଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏଯାବତ ଦାବି କରିନାହିଁ। […]

JP Nadda meets Nitish Kumar, holds talks on seat-sharing

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 01:36 PM IST

Sports

Latest News

ପାଟନା: ଆଜି ବିହାର ଏନଡିଏର ବୈଠକ ବସିବ। ଏହି ବୈଠକରେ ମେଣ୍ଟ ସ୍ଥିର କରିବ ମୁଖ୍ୟମନ୍ତ୍ରୀ କିଏ ହେବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ନିଜ ଦଳର ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ପରେ ଏହା କହିଥିଲେ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ ସେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିଥିଲେ। ସେ କହିଥିଲେ, ଏନଡିଏକୁ ଜନାଦେଶ ମିଳିଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏଯାବତ ଦାବି କରିନାହିଁ। ଏନଡିଏ ବୈଠକ ଶୁକ୍ରବାର ବସିବ। ଏହି ବୈଠକରେ ସ୍ଥିର ହେବ କିଏ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶପଥ ଗ୍ରହଣ ବାବଦରେ ମଧ୍ୟ ତାରିଖ ସ୍ଥିର ହୋଇନି ବୋଲି ସେ କହିଥିଲେ।

ସେହିପରି ଏନଡିଏରେ ଏଲଜେପି ରହିବ କି ନାହିଁ, ସେ ବାବଦରେ ବିଜେପି ନିଷ୍ପତ୍ତି ନେବ ବୋଲି ନୀତୀଶ କହିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଜେଡିୟୁକୁ ବିରୋଧ କରି ଏଲଜେପି ମେଣ୍ଟରୁ ଓହରି ଯାଇଥିଲା। ଏମିତିକି ଏଲଜେପି କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦୁର୍ନୀତି ଖୋଲିବା ସହିତ ତାଙ୍କୁ ଜେଲରେ ପୂରାଇବ ଦଳର ମୁଖ୍ୟ ଚିରାଗ ପାଶ୍ୱାନ କହିଥିଲେ। ହେଲେ ନିର୍ବାଚନ ଫଳାଫଳ ସବୁ ଓଲଟାଇ ଦେଇଛି। ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି ଏଲଜେପି।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି ଯେ ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story