ଅଯୋଧ୍ୟାରେ ରାମଲୀଳା: ହେଲିକପ୍ଟରରେ ଓହ୍ଲାଇଲେ ରାମ, ସୀତା ଓ ଲକ୍ଷ୍ମଣ, ପାଛୋଟି ନେଲେ ଯୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ରାମଲୀଳା। ୧୪ ବର୍ଷର ବନବାସ ସାରି ପ୍ରଭୁ ରାମଚନ୍ଦ୍ର ଯେପରି ଅଯୋଧ୍ୟା ଫେରିଥିଲେ, ଆଜି ଅଯୋଧ୍ୟାରେ ସେହିପରି ମାହୋଲ ସୃଷ୍ଟି ହୋଇଛି। ସତ୍ୟ ଯୁଗରେ ରାମସୀତା ପୁଷ୍ପକ ବିମାନରେ ଫେରିଥିବା ବେଳେ ଅଯୋଧ୍ୟାରେ ହେଲିକପ୍ଟରରେ ଓହ୍ଲାଇଛନ୍ତି ରାମ ସୀତା ଏବଂ ଲକ୍ଷ୍ମଣ। ଆଉ ସେମାନଙ୍କୁ ପାଛୋଟି ନେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୟୁପି କ୍ୟାବିନେଟ। ରାଜ୍ୟପାଳ ରାମ ନାଏକ ବି ଏହି ଉତ୍ସବରେ ସାମିଲ ହୋଇଛନ୍ତି। ସବୁଠୁ ବଡ଼ ଦୀପାବଳି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ରାମଲୀଳା। ୧୪ ବର୍ଷର ବନବାସ ସାରି ପ୍ରଭୁ ରାମଚନ୍ଦ୍ର ଯେପରି ଅଯୋଧ୍ୟା ଫେରିଥିଲେ, ଆଜି ଅଯୋଧ୍ୟାରେ ସେହିପରି ମାହୋଲ ସୃଷ୍ଟି ହୋଇଛି। ସତ୍ୟ ଯୁଗରେ ରାମସୀତା ପୁଷ୍ପକ ବିମାନରେ ଫେରିଥିବା ବେଳେ ଅଯୋଧ୍ୟାରେ ହେଲିକପ୍ଟରରେ ଓହ୍ଲାଇଛନ୍ତି ରାମ ସୀତା ଏବଂ ଲକ୍ଷ୍ମଣ। ଆଉ ସେମାନଙ୍କୁ ପାଛୋଟି ନେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୟୁପି କ୍ୟାବିନେଟ। ରାଜ୍ୟପାଳ ରାମ ନାଏକ ବି ଏହି ଉତ୍ସବରେ ସାମିଲ ହୋଇଛନ୍ତି। ସବୁଠୁ ବଡ଼ ଦୀପାବଳି ପାଳନ ପାଇଁ ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯାଇଛି। ସରଜୁ ନଦୀ କୂଳରେ ପ୍ରଜ୍ୱଳିତ ହେବ ୨ ଲକ୍ଷ ଦୀପ। ରାମ ସୀତାଙ୍କ ଅଭିଶେଷ ପରେ ସରଜୁ ନଦୀ କୂଳରେ ସପର୍ଣ୍ଣ ହୋଇଛି ଆଳତୀ। ଯାହା ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବ। ଏହି ଦୁଇ ଲକ୍ଷ ଦୀପ ଗଢ଼ିବା ଦାୟିତ୍ୱ ନ୍ୟସ୍ତ ଥିଲା ୬୦ଜଣ କୁମ୍ଭାରଙ୍କ ଉପରେ। ଏହାସହ ଲେଜର ସୋ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ରାମଲୀଳା ପାଇଁ ଥାଇଲାଣ୍ଡ ଏବଂ ଶ୍ରୀଲଙ୍କାରୁ  ଆସିଛନ୍ତି କଳାକାରା। କେବଳ ଏତିକି ନୁହଁ, ଏହି ଅବସରରେ ଯୋଗୀ ୧୩୩ କୋଟି ଟଙ୍କା ମୂଲ୍ୟର ଲୋକାଭିମୁଖୀ ଯୋଜନାର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ ବି କରିଥିଲେ ମୁଖ୍ୟମନ୍ତ୍ରୀ।

https://www.youtube.com/watch?v=vGCuYsG_UQU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story