ଅଗଷ୍ଟ ଆରମ୍ଭରୁ ଗ୍ରାହକ ଆଶ୍ୱସ୍ତ; କମିଲା ଗ୍ୟାସ ଦର

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ପୁଣି ଥରେ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି  କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା କମିଛି। ଆଜି ସକାଳ  ୬ଟାରୁ ନୂଆ ଦର ଲାଗୁ ହୋଇଛି ।  ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର  ହ୍ରାସ ନେଇ ଘୋଷଣା କରିଛନ୍ତି। ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ […]

gas-cylinder

gas-cylinder

Niharika Rout
  • Published: Monday, 01 August 2022
  • Updated: 01 August 2022, 10:01 AM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ପୁଣି ଥରେ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି  କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା କମିଛି। ଆଜି ସକାଳ  ୬ଟାରୁ ନୂଆ ଦର ଲାଗୁ ହୋଇଛି ।  ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର  ହ୍ରାସ ନେଇ ଘୋଷଣା କରିଛନ୍ତି।

ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୯୭୬ ଟଙ୍କା ୫୦ ପଇସା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୨୦୧୨ ଟଙ୍କା ଥିଲା।  ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୨,୦୯୫ ଟଙ୍କା ୫୦ ପଇସା, ମୁମ୍ବାଇରେ ୧,୯୩୬ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୨,୧୪୧ ଟଙ୍କା ହୋଇଛି।

ଗତ ମାସ ୬ ତାରିଖରେ କମର୍ସିଆଲ ସିଲିଣ୍ଡର ପିଛା ୯ ଟଙ୍କା କମିଥିଲା। ଏହାପୂର୍ବରୁ ୧ ଜୁଲାଇରେ କମର୍ସିଆଲ ସିଲିଣ୍ଡର ପିଛା ୧୯୮ ଟଙ୍କା ଶସ୍ତା ହୋଇଥିଲା। ୩ ମାସରେ ଚତୁର୍ଥ ଥର ପାଇଁ କମର୍ସିଆଲ ଗ୍ୟାସ୍‌ ରେଟ ହ୍ରାସ ପାଇଛି। ଜୁନ୍‌ ପରଠୁ କମର୍ସିଆଲ ସିଲିଣ୍ଡର ପିଛା ୩୭୮ ଟଙ୍କା ଶସ୍ତା ହୋଇଛି।

ହେଲେ ଘରୋଇ ସିଲିଣ୍ଡର ଦାମ ହ୍ରାସ ନେଇ କୌଣସି ଘୋଷଣା ହେଉ ନ ଥିରୁ ବିଗିଡ଼ି ଯାଉଛି ଘରର ବଜେଟ । ଗତ ଜୁଲାଇ ୬ରେ ଘରୋଇ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ଲେଖା ବୃଦ୍ଧି ପାଇଥିଲା। ଫଳରେ ପକେଟ ଉପରେ  ଅଧିକ ବୋଝ ପଡ଼ୁଥିବା ବେଳେ ଏହାକୁ ହାଲକା କରିବାକୁ ନିଆଯାଉନି ପଦକ୍ଷେପ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story