ପାର୍କିଂ ବଚସାରୁ ମନ୍ଦିର ଭଙ୍ଗା ଘଟଣାରେ ୩ ଗିରଫ

ନୂଆଦିଲ୍ଲୀ: ପାର୍କିଂ ପାଇଁ ବଚସାରୁ ମନ୍ଦିର ଭଙ୍ଗା ଭଳି କାଣ୍ଡ ଘଟଣାରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛି। କେନ୍ଦ୍ରୀୟ ଦିଲ୍ଲୀର ହଜ୍‌ କାଜି ନିକଟସ୍ଥ ଲାଲକୁଆଁ ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି। ଗାଡ଼ି ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହେବା ପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିକଟସ୍ଥ ଏକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଦିଲ୍ଲୀରେ ସାମ୍ପ୍ରଦାୟିକ ଉତ୍ତେଜନା […]

durga

durga

Subrat Kumar Nayak
  • Published: Tuesday, 02 July 2019
  • Updated: 02 July 2019, 05:53 PM IST

Sports

Latest News

ନୂଆଦିଲ୍ଲୀ: ପାର୍କିଂ ପାଇଁ ବଚସାରୁ ମନ୍ଦିର ଭଙ୍ଗା ଭଳି କାଣ୍ଡ ଘଟଣାରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛି। କେନ୍ଦ୍ରୀୟ ଦିଲ୍ଲୀର ହଜ୍‌ କାଜି ନିକଟସ୍ଥ ଲାଲକୁଆଁ ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି। ଗାଡ଼ି ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହେବା ପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିକଟସ୍ଥ ଏକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଦିଲ୍ଲୀରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଘଟଣାସ୍ଥଳକୁ ଯାଇଥିଲେ। ହିଂସା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଡକ୍ଟର ବର୍ଦ୍ଧନ ଏହି ଘଟଣାରେ କହିଥିଲେ, ଏହା ଦୁର୍ଭାଗ୍ୟଜନକ। ମନ୍ଦିରରେ ପଶି ଯାହା କରଗଲା, ତାହା କ୍ଷମଣୀୟ ନୁହେଁ। ମୁଁ ସୂଚନା ପାଇଛି ଯେ ପୁଲିସ୍‌ ପଦକ୍ଷେପ ନେବା ଆରମ୍ଭ କରିସାରିଛି। ଦୋଷୀ ଗିରଫ ହେବା ସହ ନିଶ୍ଚୟ ଦଣ୍ଡିତ ହେବେ। ମୁଁ ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରୁଛି।

ପିଟିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରବିବାର ସଞ୍ଜୀବ ଗୁପ୍ତା ନାମକ ଜଣେ ବ୍ୟବସାୟୀ ରହୁଥିବା କୋଠା ସାମ୍ନାରେ ଆସ୍‌ ମହମ୍ମଦ ନାମକ ଜଣେ ବ୍ୟକ୍ତି ସ୍କୁଟର ପାର୍କିଂ କରିଥିଲେ। ମହମ୍ମଦ ସ୍କୁଟର ପାର୍କିଂ କରିବାକୁ ନେଇ ସଞ୍ଜୀବ ପ୍ରଶ୍ନ ଉଠାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସଞ୍ଜୀବଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ମହମ୍ମଦ ଯୁକ୍ତିତର୍କ ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ ଏବଂ କିଛି ସମୟ ପରେ ସାଙ୍ଗରେ ଆଉ କିଛି ଲୋକଙ୍କୁ ନେଇ ଆସିଥିଲେ। ସେମାନେ ମଦ ପିଇ ଆସିଥିଲେ ଏବଂ ସଞ୍ଜୀବଙ୍କୁ ମାଡ଼ ମାରିଥିବା ସଞ୍ଜୀବଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ତେବେ ସକିବ୍‌ ନାମକ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମହମ୍ମଦ ନିଜେ କୁଆଡ଼େ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ମହମ୍ମଦ ଏଫଆଇଆର ଦେବାକୁ ପୁଲିସ୍‌ ଷ୍ଟେସନ୍‌ ଯାଇଥିଲେ। ତେବେ ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ସେମାନେ ପୁଲିସ୍‌ରେ ଖବର ଦେବାପରେ ପୁଲିସ୍‌ ଉଭୟ ସଞ୍ଜୀବ ଏବଂ ମହମ୍ମଦଙ୍କୁ ଉଠାଇନେଇଥିଲା। ସେମାନେ ଥାନାରେ ଥିବା ସମୟରେ ହିଁ କିଛି ଲୋକ ସଞ୍ଜୀବଙ୍କ ଘରପାଖ ମନ୍ଦିର ସାମ୍ନାରେ ଏକାଠି ହୋଇଥିଲେ ଏବଂ ମନ୍ଦିର ଭିତରେ ପଶି ଭଙ୍ଗାରୁଜା କରିଥିଲେ। ମନ୍ଦିର ପୂଜାରୀ ଅନୀଲ କୁମାର ପାଣ୍ଡେ କହିବା ଅନୁଯାୟୀ ରାତି ୧୨ଟାରେ କିଛି ଲୋକ ଆସି ମନ୍ଦିରରେ ଭଙ୍ଗାରୁଜା କରି ଚାଲିଯାଇଥିଲେ।

ଏହି ଘଟଣାରେ ୩ଟି ମାମଲା ରୁଜୁ କରାଯାଇଛି। ଉଭୟ ସଞ୍ଜୀବ ଏବଂ ମହମ୍ମଦଙ୍କ ଅଭିଯୋଗ ବ୍ୟତୀତ ମନ୍ଦିର ଭଙ୍ଗା ପାଇଁ ଦଙ୍ଗା କରିବା ଏବଂ ସର୍ବସାଧାରଣଙ୍କ ସମ୍ପତ୍ତି ଭାଙ୍ଗିବା ଆଦି ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story