ବାଲ୍ୟ ବିବାହ ନ ରୋକିଲେ ପଦରୁ ହଟିବେ ଗାଁ ମୁଖିଆ

ପାଟନା: ବିହାରର ଗ୍ରାମପଞ୍ଚାୟତ ମୁଖିଆମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାଲ୍ୟ ବିବାହ  ତଥା ଯୌତୁକ ପ୍ରଥା ପରି  ବ୍ୟାଧୀ ସମାଜକୁ ଗ୍ରାସ କରୁଥିବା ବେଳେ ଏହାକୁ ରୋକିବା ଦାୟିତ୍ୱ ପଞ୍ଚାୟତ ମୁଖିଆଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି। ଏହି ଘଟଣାରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଜନପ୍ରତିନିଧୀଙ୍କୁ  ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି। ଏହି କଳୁଷିତ ପ୍ରଥା ଦୂର କରିବା ବିନା ଏକ ସଶକ୍ତ ସମାଜର ପରିକଳ୍ପନା ଅସମ୍ଭବ ।  ବିହାର ବିବାହ […]

child marriage

child marriage

Niharika Rout
  • Published: Friday, 29 July 2022
  • Updated: 29 July 2022, 11:28 AM IST

Sports

Latest News

ପାଟନା: ବିହାରର ଗ୍ରାମପଞ୍ଚାୟତ ମୁଖିଆମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାଲ୍ୟ ବିବାହ  ତଥା ଯୌତୁକ ପ୍ରଥା ପରି  ବ୍ୟାଧୀ ସମାଜକୁ ଗ୍ରାସ କରୁଥିବା ବେଳେ ଏହାକୁ ରୋକିବା ଦାୟିତ୍ୱ ପଞ୍ଚାୟତ ମୁଖିଆଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି। ଏହି ଘଟଣାରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଜନପ୍ରତିନିଧୀଙ୍କୁ  ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି।

ଏହି କଳୁଷିତ ପ୍ରଥା ଦୂର କରିବା ବିନା ଏକ ସଶକ୍ତ ସମାଜର ପରିକଳ୍ପନା ଅସମ୍ଭବ ।  ବିହାର ବିବାହ ପଞ୍ଜୀକରଣ ନିୟମାବଳୀ-୨୦୦୬ ଅନୁଯାୟୀ, ମୁଖିଆଙ୍କୁ ବିବାହ ପଞ୍ଜୀକରଣ ଦାୟିତ୍ୱ ଦିଆଯାଇଛି। ଏଥିନିମନ୍ତେ ବିବାହ ଆଇନ ସମ୍ମତ ହେବା ଉଚିତ । ତେଣୁ ମୁଖିଆମାନେ ତତ୍ପର ହେଲେ ରାଜ୍ୟରୁ ବାଲ୍ୟ ବିବାହ ଓ ଯୌତୁକ ରୂପି ରାକ୍ଷାସକୁ ଦୂରେଇ ହେବ ।

ବିହାରର ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କୌଣସି ଗାଁରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳିଲେ ଏଥିନିମନ୍ତେ ଉକ୍ତ ଗାଁର ମୁଖିଆ ଦାୟୀ ରହିବେ। ଏହାକୁ ତୁରନ୍ତ ବନ୍ଦ କରିବାକୁ ସେ  ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବେ। ଏହାବାଦ ଯୌତୁକ ପ୍ରଥା ଜନିତ ମାମଲା ସାମନାକୁ ଆସିଲେ ଏ ନେଇ ଜିଲ୍ଲା କଲ୍ୟାଣ ପଦାଧିକାରୀଙ୍କୁ ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଦାୟିତ୍ୱରେ ଖିଲାପ କଲେ ସରକାର ସମ୍ପୃକ୍ତ ପଞ୍ଚାୟତର ମୁଖିଆ ତଥା ବୋର୍ଡ ସଦସ୍ୟଙ୍କୁ ତୁରନ୍ତ ହଟାଇଦେବେ।

ଏନେଇ ପଞ୍ଚାୟତ ରାଜ ମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ସରକାର ବାଲ୍ୟ ବିବାହ  ଯୌତୁକ ପ୍ରଥା ଉଠାଇବାକୁ ପଞ୍ଚାୟତସ୍ତରରେ ଅଭିଯାନ ଚଳାଇବାକୁ ସ୍ଥିର କରିଛନ୍ତି ।   ଗାଁ ମାନଙ୍କରେ ସାଧାରଣତଃ ମୁଖିଆମାନଙ୍କୁ ମ୍ୟାରେଜ ସାର୍ଟିଫିକେଟ ଇସ୍ୟୁ କରିବାକୁ ଦାୟିତ୍ୱ ଓ କ୍ଷମତା ଦିଆଯାଇଛି । ତେଣୁ ଏହା ବାଲ୍ୟ ବିବାହ କି ନୁହେଁ ଯାଞ୍ଚ କରିବା ସେମାନଙ୍କ ଦାୟିତ୍ୱ । ଏହାବାଦ ବାଲ୍ୟ ବିବାହ ନିଷେଧ ଅଧିନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କଡ଼ଶ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story