୨୦୦୨ରେ ଦୁଷ୍କର୍ମ, ୨୦୧୭ରେ ଜେଲ୍‌: ପଢନ୍ତୁ ବାବା ରାମ ରହିମଙ୍କ କେସ୍‌ ଡାଏରୀ

ନୂଆଦିଲ୍ଲୀ/ଚଣ୍ଡିଗଡ଼ (ଓଡ଼ିଶା ରିପୋର୍ଟର): ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୮ ତାରିଖରେ ଏହାର ରାୟ ଆସିବ। ଏହି ଖବର ଜଣାପଡିବା ପରେ ବାବାଙ୍କ ସମର୍ଥକମାନେ ପଞ୍ଜାବ ଓ ହରିୟାଣାରର ବିଭିନ୍ନ ସହରରେ ରାସ୍ତାକୁ ଓହ୍ଲାଇବା ସହ ହିଂସାକାଣ୍ଡ ଘଟାଇଛନ୍ତି। ସମର୍ଥକମାନେ ପୋଲିସକୁ ଆକ୍ରମଣ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାଡି ନାହାଁନ୍ତି। ଦୁଇଟି ଜାତୀୟ ଗଣମାଧ୍ୟମର ଓବି […]

ramrahim

ramrahim

Rakesh Mallick
  • Published: Friday, 25 August 2017
  • Updated: 25 August 2017, 06:03 PM IST

Sports

Latest News

ନୂଆଦିଲ୍ଲୀ/ଚଣ୍ଡିଗଡ଼ (ଓଡ଼ିଶା ରିପୋର୍ଟର): ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୮ ତାରିଖରେ ଏହାର ରାୟ ଆସିବ। ଏହି ଖବର ଜଣାପଡିବା ପରେ ବାବାଙ୍କ ସମର୍ଥକମାନେ ପଞ୍ଜାବ ଓ ହରିୟାଣାରର ବିଭିନ୍ନ ସହରରେ ରାସ୍ତାକୁ ଓହ୍ଲାଇବା ସହ ହିଂସାକାଣ୍ଡ ଘଟାଇଛନ୍ତି। ସମର୍ଥକମାନେ ପୋଲିସକୁ ଆକ୍ରମଣ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାଡି ନାହାଁନ୍ତି। ଦୁଇଟି ଜାତୀୟ ଗଣମାଧ୍ୟମର ଓବି ଭ୍ୟାନ୍‌କୁ ଉତ୍ତ୍ୟକ୍ତ ଲୋକେ ଗାଡି ଦେଇଛନ୍ତି। ଏପରିକି ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ଜଣାପଡିଛି। ତେବେ ବାବା ରାମ ରହିମଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ।

୨୦୦୨ ଏପ୍ରିଲ: ରାମ ରହିମଙ୍କ ଜଣେ ମହିଳା ଭକ୍ତ ପଞ୍ଜାବ-ହରିୟାଣା ହାଇକୋର୍ଟ ଓ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ସେ ରାମ ରହିମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

୨୦୦୨ ମେ’: ଅଭିଯୋଗର ଯାଞ୍ଚ କରିବାକୁ ସିରସାର ସେକ୍ସନ ଜଜ୍‌ଙ୍କୁ ପ୍ରଦାନ କରାଗଲା।

୨୦୦୨ ଡିସେମ୍ବର: ଅଭିଯୋଗ ପ୍ରମାଣିତ ହେବା ପରେ ରାମ ରହିମଙ୍କ ବିରୋଧରେ ଧାରା ୩୭୬, ୫୦୬ ଓ ୫୦୯ରେ ମାମଲା ରୁଜୁ ହୋଇଥିଲା।

୨୦୦୩ ଡିସେମ୍ବର: ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା। ଯାଞ୍ଚ ଅଧିକାରୀ ସତିଶ ଡାଗର ମାମଲାର ଯାଞ୍ଚ ଆରମ୍ଭ କରିଥିଲେ। ୨୦୦୫-୦୬ରେ ସେ ଅଭିଯୋଗ ଆଣିଥିବା ରାମ ରହିମଙ୍କ ମହିଳା ଅନୁଗତଙ୍କୁ ଠାବ କରିଥିଲେ।

୨୦୦୭ ଜୁଲାଇ: ସିବିଆଇ ଯାଞ୍ଚ ଶେଷ କରି ଅମ୍ବାଲା ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଅମ୍ବାଲାରୁ ମାମଲାର ଶୁଣାଣିକୁ ପଞ୍ଚକୁଳକୁ ସ୍ଥାନାନ୍ତର କରାଗଲା। ଚାର୍ଜସିଟ ମୁତାବକ ଡେରାରେ ୧୯୯୯ ଓ ୨୦୦୧ରେ କିଛି ଅନ୍ୟ ମହିଳା ଅନୁଗତଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇଥିଲା, ହେଲେ ସେମାନଙ୍କୁ ଠାବ କରାଯାଇ ପାରି ନଥିଲା।

୨୦୦୮ ଅଗଷ୍ଟ: ମାମଲାର ଟ୍ରାଏଲ ଆରମ୍ଭ ହୋଇଥିଲା ଓ ଡେରା ପ୍ରମୁଖ ରାମ ରହିମଙ୍କ ବିରୋଧରେ ଅଭିଯୋଗ ସ୍ଥିର ହୋଇଥିଲା।

୨୦୧୧ରୁ ୨୦୧୬: ମାମଲାର ଶୁଣାଣି ଚାଲିଲା। ଡେରା ପ୍ରମୁଖ ରାମ ରହିମଙ୍କ ଓକିଲ ବାରମ୍ବାର କ୍ରସ୍‌ ଏକ୍ଜାମିନେସନ୍‌ କରିବା ଦେଖିବାକୁ ମିଳିଥିଲା।

୨୦୧୬ ଜୁଲାଇ: ମାମଲାର ଶୁଣାଣି ବେଳେ ୫୨ ଜଣ ସାକ୍ଷୀଙ୍କୁ ହାଜର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଅଭିଯୋଗକାରୀ ଓକିଲ ଏବଂ ୩୭ ଜଣଙ୍କ ଅଭିଯୁକ୍ତଙ୍କ ଓକିଲ ଆଣିଥିଲେ।

୨୦୧୭ ଜୁନ: କୋର୍ଟ ଡେରା ପ୍ରମୁଖଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲଗାଇ ଦେଲେ।

୨୦୧୭ ଜୁଲାଇ ୨୫: ସିବିଆଇ କୋର୍ଟ ଏହି ମାମଲାରେ ପ୍ରତିଦିନ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଲେ। ଶୀଘ୍ର ମାମଲାର ଶୁଣାଣି ଶେଷ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

୨୦୧୭ ଅଗଷ୍ଟ ୧୭: ଦୁଇ ପକ୍ଷଙ୍କ ମଧ୍ୟରୁ ଚାଲିଥିବା କ୍ରସ୍‌ ଏକ୍ଜାମିନେସନ୍‌ ଶେଷ ହୋଇଥିଲା ଓ ୨୫ ଅଗଷ୍ଟ ଆଜିର ଦିନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story