ବିଦେଶରେ ମଧ୍ୟ କରୁଣାନିଧିଙ୍କ ପାଇଁ ଶୋକର ଲହରୀ

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ୫ ଥରର ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ପରଲୋକରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଭାରତ ବାହାରେ ମଧ୍ୟ କରୁଣାନିଧିଙ୍କ ଦେହାନ୍ତରେ ବହୁ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି। କରୁଣାନିଧିଙ୍କ ଦେହାନ୍ତ ଖବର ପାଇ ପଡ଼ୋଶୀ ଶ୍ରୀଲଙ୍କାରେ ଶୋକର ଲହରୀ ଖେଳିଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ୍‌ ସିର୍‌ସେନା ଓ ପୂର୍ବତନ ରାଷ୍ଟ୍ରପତି ମହେନ୍ଦ୍ର ରାଜପାକ୍ଷେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସିର୍‌ସେନା ଟ୍ୱିଟ୍‌ […]

Karunanidhi

Karunanidhi

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 04:35 PM IST

Sports

Latest News

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ୫ ଥରର ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ପରଲୋକରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଭାରତ ବାହାରେ ମଧ୍ୟ କରୁଣାନିଧିଙ୍କ ଦେହାନ୍ତରେ ବହୁ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି।

କରୁଣାନିଧିଙ୍କ ଦେହାନ୍ତ ଖବର ପାଇ ପଡ଼ୋଶୀ ଶ୍ରୀଲଙ୍କାରେ ଶୋକର ଲହରୀ ଖେଳିଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ୍‌ ସିର୍‌ସେନା ଓ ପୂର୍ବତନ ରାଷ୍ଟ୍ରପତି ମହେନ୍ଦ୍ର ରାଜପାକ୍ଷେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ସିର୍‌ସେନା ଟ୍ୱିଟ୍‌ କରି କରି କହିଛନ୍ତି, “ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ରାଜନେତା ଏମ୍‌ କରୁଣାନିଧିଙ୍କ ପରଲୋକ ଖବର ପାଇବା ପରେ ମୁଁ ବହୁତ ଦୁଃଖ ଅନୁଭବ କରୁଛି। କରୁଣାନିଧିଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।”

ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମାସିଙ୍ଘେ ଡିଏମ୍‌କେର କାର୍ଯ୍ୟକାରୀ ସଭାପତି ତଥା ତାଙ୍କ ପୁଅ ଏମ୍‌.କେ. ଷ୍ଟାଲିନ୍‌ଙ୍କ ସହ କଥା ହୋଇଥିବା କହିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ରାଜ୍‌ପାକ୍ଷେ ଟ୍ୱିଟ୍‌ ଯୋଗେ କହିଛନ୍ତି- “ତାମିଲନାଡୁ ରାଜନୀତି ଓ ସିନେମା ପାଇଁ କରୁଣାନିଧିଙ୍କ ଅବଦାନ ଅପୂରଣୀୟ। ଶ୍ରୀଲଙ୍କାରେ କୋଟିକୋଟି ଲୋକ ତାଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ। ସମସ୍ତଙ୍କ ତରଫରୁ ମୁଁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।”

ଶ୍ରୀଲଙ୍କାର ପ୍ରମୁଖ ରାଜନୀତିକ ଦଳ ଶ୍ରୀଲଙ୍କା ମୁସଲିମ୍‌ କଂଗ୍ରେସ ପକ୍ଷରୁ ମଧ୍ୟ କରୁଣାନିଧିଙ୍କ ପାଇଁ ଶୋକ ପ୍ରକାଶ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story