ଯଶବନ୍ତଙ୍କ ଲେଖା ପରେ ସରକାରଙ୍କୁ ଘେରିଲା କଂଗ୍ରେସ; ସାରା ଦେଶ ନିଜ ସିଟ୍ ବେଲ୍ଟ ବାନ୍ଧି ନେଉ ବୋଲି କହିଲେ ରହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ବିରୋଧ ପରେ ଏବେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ   ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍। ସେ କହିଛନ୍ତି, ଶେଷରେ ସତ୍ୟ ପଦାକୁ ଆସିଲା।  କ୍ଷମତାରେ ଥିବା ନେତୃବୃନ୍ଦ ଏବେ ଏକଥାକୁ ସ୍ୱୀକାର କରିବାର ସମୟ ଆସିଛି।  ଭାରତର ଅର୍ଥନୀତି ଏବେ ଭୁଶୁଡିବାକୁ ଯାଉଛି ବୋଲି  ଚିଦାମ୍ବରମ୍ କହିଛନ୍ତି।  କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ […]

rahul-gandhi-1

rahul-gandhi-1

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 05:02 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ବିରୋଧ ପରେ ଏବେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ   ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍। ସେ କହିଛନ୍ତି, ଶେଷରେ ସତ୍ୟ ପଦାକୁ ଆସିଲା।  କ୍ଷମତାରେ ଥିବା ନେତୃବୃନ୍ଦ ଏବେ ଏକଥାକୁ ସ୍ୱୀକାର କରିବାର ସମୟ ଆସିଛି।  ଭାରତର ଅର୍ଥନୀତି ଏବେ ଭୁଶୁଡିବାକୁ ଯାଉଛି ବୋଲି  ଚିଦାମ୍ବରମ୍ କହିଛନ୍ତି।  କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।   ଅର୍ଥନୀତି ବିମାନର ଡେଣା ଖସିବାକୁ ଯାଉଛି।  ଏଥିପାଇଁ ସାରାଦେଶ ନିଜ ସିଟ୍ ବେଲ୍ଟ ବାନ୍ଧିବା ସହ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଦରକାର ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି।

ଦୁଇ ଦିନ ତଳେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶବନ୍ତ ସିହ୍ନା ଏକ ଇଂରାଜୀ ଖବରକାଗଜରେ ମୋଦି ସରକାରଙ୍କ ନୀତି ଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥା କିପରି ବିପର୍ଯ୍ୟସ୍ତ ହୋଇ ପଡିଛି ସେ ନେଇ ଉଲ୍ଲେଖ କରିଥିଲେ।  ବିମୁଦ୍ରାକରଣ ପଦକ୍ଷେପ ଏକ ଆର୍ଥିକ ବିପର୍ଯ୍ୟୟ ଓ  ଜିଏସଟି ବ୍ୟବସ୍ଥାକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି ବୋଲି ସେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story