‘କଂଗ୍ରେସ ସରକାର ଗଢ଼ିଲେ ଚାଷୀଙ୍କ ଋଣ ଛାଡ଼ କରିଦେବ’

ସୁରତ: କଂଗ୍ରେସ ସରକାର ଶାସନକୁ ଆସିଲେ ଗୁଜରାଟର ସବୁ ଚାଷୀଙ୍କ ଋଣ ମାଫ୍ କରିଦେବ। ଏହା କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ତିନି ଦିନିଆ ଗୁଜରାଟ ଗସ୍ତର ଶେଷ ଦିନରେ ଆଜି ରାହୁଲ ଏହି ଘୋଷଣା କରିଛନ୍ତି। ଆଜି ରାହୁଲ ପ୍ରଥମେ ସୁରେନ୍ଦ୍ର ନଗର ଜିଲ୍ଲାର ଚୋଟିଲାରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ଚୋଟିଲା ପର୍ବତରେ ଥିବା ଚାମୁଣ୍ଡା ମନ୍ଦିରକୁ ଯାଇ ପୂଜାର୍ଚ୍ଚାନା କରିଥିଲେ। ତାଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେଠାରେ ରାହୁଲ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 06:02 PM IST

Sports

Latest News

ସୁରତ: କଂଗ୍ରେସ ସରକାର ଶାସନକୁ ଆସିଲେ ଗୁଜରାଟର ସବୁ ଚାଷୀଙ୍କ ଋଣ ମାଫ୍ କରିଦେବ। ଏହା କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ତିନି ଦିନିଆ ଗୁଜରାଟ ଗସ୍ତର ଶେଷ ଦିନରେ ଆଜି ରାହୁଲ ଏହି ଘୋଷଣା କରିଛନ୍ତି। ଆଜି ରାହୁଲ ପ୍ରଥମେ ସୁରେନ୍ଦ୍ର ନଗର ଜିଲ୍ଲାର ଚୋଟିଲାରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ଚୋଟିଲା ପର୍ବତରେ ଥିବା ଚାମୁଣ୍ଡା ମନ୍ଦିରକୁ ଯାଇ ପୂଜାର୍ଚ୍ଚାନା କରିଥିଲେ। ତାଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେଠାରେ ରାହୁଲ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ସରକାରକୁ ଟାର୍ଗେଟ କରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story