କର୍ଣ୍ଣାଟକ କଂଗ୍ରେସର ଭାଗ ଛିଣ୍ଡୁନି: ମନ୍ତ୍ରୀପଦ ପାଇବାକୁ ସମର୍ଥକଙ୍କ ସହ ବିଧାୟକ କଲେ ବିକ୍ଷୋଭ

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ମଧ୍ୟରେ ଛିଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ପୂର୍ବତନ ମନ୍ତ୍ରୀ ନିଜ ଦାବି ଉପସ୍ଥାପନ କରିବାରେ ଲାଗିପଡ଼ିଛନ୍ତି। ଆଜି ବରିଷ୍ଠ ବିଧାୟକ ରାମଲିଙ୍ଗ ରେଡ୍ଡିଙ୍କ ସମର୍ଥକ ଏନେଇ ବିକ୍ଷୋଭ କରିଥିଲେ। ବେଙ୍ଗାଲୁରୁ ଟାଉନ୍ ହଲ୍ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ। ସେ କହିଛନ୍ତି, ଦଳର ସଦସ୍ୟଙ୍କ ମଧ୍ୟରେ କୌଣସି ଫାଟ୍ ନାହିଁ, ପଦବୀ ବଣ୍ଟାକୁ […]

Congress-Cabinet-Ministers

Congress-Cabinet-Ministers

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 09:00 PM IST

Sports

Latest News

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ମଧ୍ୟରେ ଛିଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ପୂର୍ବତନ ମନ୍ତ୍ରୀ ନିଜ ଦାବି ଉପସ୍ଥାପନ କରିବାରେ ଲାଗିପଡ଼ିଛନ୍ତି। ଆଜି ବରିଷ୍ଠ ବିଧାୟକ ରାମଲିଙ୍ଗ ରେଡ୍ଡିଙ୍କ ସମର୍ଥକ ଏନେଇ ବିକ୍ଷୋଭ କରିଥିଲେ। ବେଙ୍ଗାଲୁରୁ ଟାଉନ୍ ହଲ୍ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ। ସେ କହିଛନ୍ତି, ଦଳର ସଦସ୍ୟଙ୍କ ମଧ୍ୟରେ କୌଣସି ଫାଟ୍ ନାହିଁ, ପଦବୀ ବଣ୍ଟାକୁ ନେଇ କିଛି ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଯାହାର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ମଲ୍ଲିକାର୍ଜୁନ କହିଛନ୍ତି। ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ କଂଗ୍ରେସର କିଛି ନେତା ଏନେଇ ରାହୁଲ ଗାନ୍ଧୀଙ୍କୁ ଭେଟିବେ। ଗତକାଲି କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷକୁ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଲୋଚନା କରିଥିଲେ। ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଚେଷ୍ଟା ମଧ୍ୟ ହୋଇଥିଲା। ତେବେ ଏବେ ସୁଦ୍ଧା ଏହା ଫଳପ୍ରଦ ହୋଇପାରି ନାହିଁ। ମନ୍ତ୍ରୀମଣ୍ଡଳ ଗଠନ ହେବା ଦିନଠୁ କଂଗ୍ରେସ କ୍ୟାମ୍ପରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story