ରେଳବାଇର ଅଧଃପତନ ପାଇଁ କଂଗ୍ରେସ ସରକାର ଦାୟୀ: ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ରେଳବାଇର ଅଧଃପତନ ପାଇଁ କଂଗ୍ରେସ ସରକାର ଦାୟୀ। ଦେଶକୁ ଦୀର୍ଘ ସମୟ ଶାସନ କରିଥିବା କଂଗ୍ରେସ ଏହି କ୍ଷେତ୍ରକୁ ଅତି ଦୁର୍ବଳ କରିଦେଇଛି । ଏପରି ଅଭିଯୋଗ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ। ସେ କହିଛନ୍ତି, କେନ୍ଦ୍ରରେ ଦୀର୍ଘଦିନ ଶାସନ କରିବା ସତ୍ତ୍ୱେ ରେଳ କ୍ଷେତ୍ରରେ ବିକାଶ କରିବାରେ କଂଗ୍ରେସ ବିଫଳ ହୋଇଛି। ନିଜକୁ ସବୁଠୁ ଅଧିକ ଲୋକପ୍ରିୟ ଶାସକ ବୋଲାଉ ଥିବା ଏହି ଦଳ କ୍ଷମତାରେ ଥିବା ବେଳେ ରେଳ ବିଭାଗ ସବୁଠୁ […]

suresh-prabhu-defends-double-ticket-cancellation-charges

suresh-prabhu-defends-double-ticket-cancellation-charges

Rakesh Mallick
  • Published: Monday, 23 November 2015
  • Updated: 23 November 2015, 01:53 PM IST

Sports

Latest News

ନୂଆଦିଲ୍ଲୀ: ରେଳବାଇର ଅଧଃପତନ ପାଇଁ କଂଗ୍ରେସ ସରକାର ଦାୟୀ। ଦେଶକୁ ଦୀର୍ଘ ସମୟ ଶାସନ କରିଥିବା କଂଗ୍ରେସ ଏହି କ୍ଷେତ୍ରକୁ ଅତି ଦୁର୍ବଳ କରିଦେଇଛି । ଏପରି ଅଭିଯୋଗ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ। ସେ କହିଛନ୍ତି, କେନ୍ଦ୍ରରେ ଦୀର୍ଘଦିନ ଶାସନ କରିବା ସତ୍ତ୍ୱେ ରେଳ କ୍ଷେତ୍ରରେ ବିକାଶ କରିବାରେ କଂଗ୍ରେସ ବିଫଳ ହୋଇଛି। ନିଜକୁ ସବୁଠୁ ଅଧିକ ଲୋକପ୍ରିୟ ଶାସକ ବୋଲାଉ ଥିବା ଏହି ଦଳ କ୍ଷମତାରେ ଥିବା ବେଳେ ରେଳ ବିଭାଗ ସବୁଠୁ ବେଶୀ ଅବହେଳିତ ହୋଇଛି। ରେଳ ବିଭାଗ ବିକାଶ ଧାରାକୁ ଫେରିବାକୁ ହେଲେ ବହୁ ସମୟ ଲାଗିବ। ଏଥିରେ ବ୍ୟାପକ ପରିବର୍ତ୍ତନ ଦରକାର। ବାଲିଆ-ଚୋପ୍ରା ମଧ୍ୟରେ ଲାଇନ ଦୋହରୀକରଣର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ସେ ଏପରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos