କଂଗ୍ରେସକୁ ଆଇଟି ନୋଟିସ୍‌

ନୂଆଦିଲ୍ଲୀ: ଭାରତର ସବୁଠାରୁ ପୁରୁଣା ଦଳ ତଥା ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି ଆୟକର ବିଭାଗ। ଦଳର ପାଣ୍ଠି ପାଇଁ ହାଇଦ୍ରାବାଦର ଏକ କମ୍ପାନୀରୁ ଲଗାତାର କଳାଧନ ଆସିଥିବା ନେଇ ଅଭିଯୋଗ ପରେ ଏହି ନୋଟିସ୍‌ କରାଯାଇଛି। ଅନ୍ୟପକ୍ଷରେ ଗତ ନଭେମ୍ବର ୪ ତାରିଖରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସର ବରିଷ୍ଠ ଅଧିକାରୀମାନଙ୍କୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ସେମାନେ ମଧ୍ୟ ଉତ୍ତର ରଖିନାହାନ୍ତି। ଗତ କିଛି ଦିନ ତଳେ […]

congress

congress

Subrat Kumar Nayak
  • Published: Tuesday, 03 December 2019
  • Updated: 03 December 2019, 01:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସବୁଠାରୁ ପୁରୁଣା ଦଳ ତଥା ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି ଆୟକର ବିଭାଗ। ଦଳର ପାଣ୍ଠି ପାଇଁ ହାଇଦ୍ରାବାଦର ଏକ କମ୍ପାନୀରୁ ଲଗାତାର କଳାଧନ ଆସିଥିବା ନେଇ ଅଭିଯୋଗ ପରେ ଏହି ନୋଟିସ୍‌ କରାଯାଇଛି।

ଅନ୍ୟପକ୍ଷରେ ଗତ ନଭେମ୍ବର ୪ ତାରିଖରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସର ବରିଷ୍ଠ ଅଧିକାରୀମାନଙ୍କୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ସେମାନେ ମଧ୍ୟ ଉତ୍ତର ରଖିନାହାନ୍ତି।

ଗତ କିଛି ଦିନ ତଳେ ହୋଇଥିବା ଏକ ଆୟକର ଚଢ଼ଉରୁ ଜଣାପଡ଼ିଥିଲା ଏକ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ହୱାଲା ଚ୍ୟାନେଲ ମାଧ୍ୟମରେ କଂଗ୍ରେସକୁ ୧୭୦ କୋଟି ଟଙ୍କା ପଠାଇଥିଲା। ଏହା ବିଭିନ୍ନ ସରକାରୀ ପ୍ରକଳ୍ପରୁ ମିଛ ବିଲିଂ କରି ଲୁଟାଯାଇଥିବା ଟଙ୍କା ବୋଲି ଅଭିଯୋଗ ଆସିଥିଲା। ଆର୍ଥିକ ଅନଗ୍ରସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପସବୁ ସରକାରଙ୍କ ପକ୍ଷରୁ ଏହି କମ୍ପାନୀକୁ ଦିଆଯାଇଥିଲା। ଏଥିରୁ ହିଁ ମିଛ ବିଲ୍‌ କରି ହରିଲୁଟ୍‌ ହୋଇଥିବା ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story